ଜୋରସୋରରେ ଚାଲିଛି ରଥ ନିର୍ମାଣ

ପୁରୀ: ପୁରୀରେ ଘୋଷଯାତ୍ରା ପାଇଁ ରଥ ଖଳାରେ ଜୋରସୋରରେ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ବିଶ୍ୱକର୍ମା ମହାରଣାମାନେ ତିନି ରଥର ତିଆରି କାମରେ ଲାଗି ପଡିଥିବା ବେଳେ ଚିତ୍ରକରମାନେ ପାର୍ଶ୍ୱ ଦେବାଦେବୀଙ୍କୁ ଚିତ୍ରିତ କରୁଛନ୍ତି।

[vc_video link=" " align="center"]

ପୂର୍ବରୁ ସ୍ନାନ୍ନ ପୂର୍ଣ୍ଣିମାରେ ଚାରି ନାହାକା ଉଠିଛି। ସେହିଭଳି ପୋଟଳ, ପାରାଭାଡି,ଖପୁରୀ, କଳସ ଓ ଦୁଆରବେଢା ଆଦି କାମ ମଧ୍ୟ ଚାଲିଛି।  ଏପଟେ ରଥକାମ ଶୀଘ୍ର ସାରିବା ପାଇଁ ଓଭର ଟାଇମ ଦରମା ଦାବି କରିଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ଭୋଇ ସେବାୟତ।

Ordigital Desk
• Published: Friday, 16 June 2017
• Updated: 16 June 2017, 09:40 AM IST

Sports

Latest News

ପୁରୀ: ପୁରୀରେ ଘୋଷଯାତ୍ରା ପାଇଁ ରଥ ଖଳାରେ ଜୋରସୋରରେ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ବିଶ୍ୱକର୍ମା ମହାରଣାମାନେ ତିନି ରଥର ତିଆରି କାମରେ ଲାଗି ପଡିଥିବା ବେଳେ ଚିତ୍ରକରମାନେ ପାର୍ଶ୍ୱ ଦେବାଦେବୀଙ୍କୁ ଚିତ୍ରିତ କରୁଛନ୍ତି।

[vc_video link=" " align="center"]

ପୂର୍ବରୁ ସ୍ନାନ୍ନ ପୂର୍ଣ୍ଣିମାରେ ଚାରି ନାହାକା ଉଠିଛି। ସେହିଭଳି ପୋଟଳ, ପାରାଭାଡି,ଖପୁରୀ, କଳସ ଓ ଦୁଆରବେଢା ଆଦି କାମ ମଧ୍ୟ ଚାଲିଛି।  ଏପଟେ ରଥକାମ ଶୀଘ୍ର ସାରିବା ପାଇଁ ଓଭର ଟାଇମ ଦରମା ଦାବି କରିଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ଭୋଇ ସେବାୟତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos