ଏହି ୩ ଜଣଙ୍କ ହାତରେ ଥାଏ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକାଠି, ଜାଣନ୍ତୁ ସେମାନେ କିଏ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଜଣଙ୍କ ହାତରେ ନ ଥାଏ। ୩ ଜଣଙ୍କ ପାଖରେ ରହିଛି ଏହି ଗୁପ୍ତ କୋଠରିର ଚାବିକାଠି। ଏହି ୩ ଜଣଙ୍କ ମଧ୍ୟରୁ କେହି ଜଣେ ଅନୁପସ୍ଥିତ ରହିଲେ ଖୋଲାଯାଇପାରିବ ନାହିଁ ରତ୍ନଭଣ୍ଡାର। ଏଏସ୍&zwnj;ଆଇ ଅନୁଧ୍ୟ୍ୟାନ ନିମିତ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ଚର୍ଚ୍ଚାରେ ଥିବା ରତ୍ନଭଣ୍ଡାର ଖୋଲିବାକୁ ନେଇ ଟଣାଓଟରା ଲାଗି ରହିଥିବା ବେଳେ ବାସ୍ତବରେ ଏହାକୁ ଖୋଲିବା ଲାଗି ଚାବିକାଠି କାହାପାଖରେ ରହିଛି ସେ ନେଇ ହୁଏତ କେହି ଜାଣି ନ ଥିବେ।</p> <p>ତା ହେଲେ ଆସନ୍ତୁ ଜାଣିବା କିଏ ଏହି ଗୁପ୍ତ କୋଠରୀର ଚାବିକାଠି ନିଜ ପାଖରେ ରଖିଛନ୍ତି। ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର ଏହି ଚାବିକାଠି କଥା ଉଠାଇଛନ୍ତି। ସେ କହିଛନ୍ତି ଯେ, ସ୍ୱାଧୀନତା ପରେ ରତ୍ନଭଣ୍ଡାରର ଚାବିକାଠି ୩ ଜଣଙ୍କୁ ପ୍ରଦାନ କରାଯାଇଛି।&nbsp;&nbsp;&nbsp;&nbsp;&nbsp;&nbsp;&nbsp;&nbsp;&nbsp;&nbsp; ସତ୍ୱାଧିକାରୀ ଭାବେ ଗଜପତି ମହାରାଜଙ୍କ ହାତରେ ଏହି ଭଣ୍ଡାରର ଗୋଟିଏ ଚାବି ରହିଥିବା ବେଳେ ଅନ୍ୟଟି ଥାଏ ଭଣ୍ଡାର ମେକାପଙ୍କ ହାତରେ। ସେହିପରି ଆଉ ଗୋଟିଏ ଚାବିକାଠି ରହିଥାଏ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ହାତରେ । ଏହି ତିନି ଜଣ ଏକାଠି ହେବାପରେ ଯାଇ ରତ୍ନଭଣ୍ଡାର ଖୋଲାଯାଇପାରିବ । ଏମାନଙ୍କ ମଧ୍ୟରୁ ଜଣେ କେହି ଅନୁପସ୍ଥିତ ରହିଲେ ଭଣ୍ଡାର ଖୋଲିବା ସମ୍ଭବ ନୁହେଁ।</p>

Ordigital Desk
  • Published: Sunday, 25 March 2018
  • Updated: 25 March 2018, 08:23 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଜଣଙ୍କ ହାତରେ ନ ଥାଏ। ୩ ଜଣଙ୍କ ପାଖରେ ରହିଛି ଏହି ଗୁପ୍ତ କୋଠରିର ଚାବିକାଠି। ଏହି ୩ ଜଣଙ୍କ ମଧ୍ୟରୁ କେହି ଜଣେ ଅନୁପସ୍ଥିତ ରହିଲେ ଖୋଲାଯାଇପାରିବ ନାହିଁ ରତ୍ନଭଣ୍ଡାର। ଏଏସ୍&zwnj;ଆଇ ଅନୁଧ୍ୟ୍ୟାନ ନିମିତ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ଚର୍ଚ୍ଚାରେ ଥିବା ରତ୍ନଭଣ୍ଡାର ଖୋଲିବାକୁ ନେଇ ଟଣାଓଟରା ଲାଗି ରହିଥିବା ବେଳେ ବାସ୍ତବରେ ଏହାକୁ ଖୋଲିବା ଲାଗି ଚାବିକାଠି କାହାପାଖରେ ରହିଛି ସେ ନେଇ ହୁଏତ କେହି ଜାଣି ନ ଥିବେ।</p><p>ତା ହେଲେ ଆସନ୍ତୁ ଜାଣିବା କିଏ ଏହି ଗୁପ୍ତ କୋଠରୀର ଚାବିକାଠି ନିଜ ପାଖରେ ରଖିଛନ୍ତି। ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର ଏହି ଚାବିକାଠି କଥା ଉଠାଇଛନ୍ତି। ସେ କହିଛନ୍ତି ଯେ, ସ୍ୱାଧୀନତା ପରେ ରତ୍ନଭଣ୍ଡାରର ଚାବିକାଠି ୩ ଜଣଙ୍କୁ ପ୍ରଦାନ କରାଯାଇଛି।&nbsp;&nbsp;&nbsp;&nbsp;&nbsp;&nbsp;&nbsp;&nbsp;&nbsp;&nbsp; ସତ୍ୱାଧିକାରୀ ଭାବେ ଗଜପତି ମହାରାଜଙ୍କ ହାତରେ ଏହି ଭଣ୍ଡାରର ଗୋଟିଏ ଚାବି ରହିଥିବା ବେଳେ ଅନ୍ୟଟି ଥାଏ ଭଣ୍ଡାର ମେକାପଙ୍କ ହାତରେ। ସେହିପରି ଆଉ ଗୋଟିଏ ଚାବିକାଠି ରହିଥାଏ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ହାତରେ । ଏହି ତିନି ଜଣ ଏକାଠି ହେବାପରେ ଯାଇ ରତ୍ନଭଣ୍ଡାର ଖୋଲାଯାଇପାରିବ । ଏମାନଙ୍କ ମଧ୍ୟରୁ ଜଣେ କେହି ଅନୁପସ୍ଥିତ ରହିଲେ ଭଣ୍ଡାର ଖୋଲିବା ସମ୍ଭବ ନୁହେଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos