ରାଉଲକେଲା: ଅକ୍ଷୟପାତ୍ର ଫାଉଣ୍ଡେସନର କର୍ମଚାରୀଙ୍କୁ ମାଡ ମାରିବା ଘଟଣା, ଜଣେ ପୋଲିସ ଅଧିକାରୀଙ୍କ ବିରୋଧରେ ଏତଲା

ରାଉଲକେଲା: ରାଉରକେଲାରେ ଅକ୍ଷୟପାତ୍ର ଫାଉଣ୍ଡେସନର କିଛି କର୍ମଚାରୀଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଏ ୭ନମ୍ୱର ସେକ୍ଟର ଥାନାର ଜଣେ ପୋଲିସ ଅଧିକାରୀଙ୍କ ବିରୋଧରେ ଏତଲା ଦାୟର ହୋଇଛି। ଅଭିଯୋଗ ଅନୁସାରେ ମାନସ ମିଓ, ସୁରେନ୍ଦ୍ର ଖେସ୍ ଏବଂ ସେମାନଙ୍କ ଅନ୍ୟଜଣେ ସାଥୀ କାମ ସାରି ବିଳମ୍ୱିତ ରାତିରେ ଫେରିବା ସମୟରେ ସମ୍ପୃକ୍ତ ପୋଲିସ ଅଧିକାରୀ ତାଙ୍କୁ ଅଟକାଇ ପଚରାଉଚୁରା କରିଥିଲେ। ଏହାପରେ ସେମାନଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ ତାଙ୍କୁ ମାଡ଼ ମାରିବା ଅଭିଯୋଗ […]

vlcsnap-2015-09-13-07h38m58s005

Rakesh Mallick
  • Published: Sunday, 13 September 2015
  • , Updated: 13 September 2015, 03:38 AM IST

ରାଉଲକେଲା: ରାଉରକେଲାରେ ଅକ୍ଷୟପାତ୍ର ଫାଉଣ୍ଡେସନର କିଛି କର୍ମଚାରୀଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଏ ୭ନମ୍ୱର ସେକ୍ଟର ଥାନାର ଜଣେ ପୋଲିସ ଅଧିକାରୀଙ୍କ ବିରୋଧରେ ଏତଲା ଦାୟର ହୋଇଛି। ଅଭିଯୋଗ ଅନୁସାରେ ମାନସ ମିଓ, ସୁରେନ୍ଦ୍ର ଖେସ୍ ଏବଂ ସେମାନଙ୍କ ଅନ୍ୟଜଣେ ସାଥୀ କାମ ସାରି ବିଳମ୍ୱିତ ରାତିରେ ଫେରିବା ସମୟରେ ସମ୍ପୃକ୍ତ ପୋଲିସ ଅଧିକାରୀ ତାଙ୍କୁ ଅଟକାଇ ପଚରାଉଚୁରା କରିଥିଲେ। ଏହାପରେ ସେମାନଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ ତାଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି। ଯାହାର ଚିତ୍ର ସିସିଟିଭିରେ ରହିଛି। ଅଭିଯୋଗକାରୀଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।

Related story