ରାଉରକେଲା: ପେନସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ନେଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ

ରାଉରକେଲା: ପେନସନ୍ କାର୍ଡ ବଣ୍ଟନକୁ ନେଇ ରାଉରକେଲାରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏପରି ଘଟଣା ଘଟିଛି ଉଦିତ ନଗରରେ। ମଧୁବାବୁ ପେନସନ କାର୍ଡ ବଣ୍ଟନ ପୂର୍ବରୁ ବୁଧବାର ଉଭୟ ଦଳର କର୍ମୀଙ୍କ ମଧ୍ୟରେ ମାରପିଟ୍, ଧସ୍ତାଧସ୍ତି ହୋଇଛି। ରାଉରକେଲାର ବିଜେପି ବିଧାୟକ ଦିଲୀପ ରାୟଙ୍କୁ ନ ଡ଼ାକିବା ଘଟଣାକୁ ନେଇ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିରୋଧ କରିଛନ୍ତି ବିଜେପି କର୍ମୀ। ମନ୍ତ୍ରୀ ସେଠାରେ ପେନସନ୍ କାର୍ଡ ବାଣ୍ଟିବାର କାର୍ଯ୍ୟକ୍ରମ ଥିଲା। […]

raulkela

raulkela

Rakesh Mallick
  • Published: Wednesday, 30 December 2015
  • Updated: 30 December 2015, 07:57 AM IST

Sports

Latest News

ରାଉରକେଲା: ପେନସନ୍ କାର୍ଡ ବଣ୍ଟନକୁ ନେଇ ରାଉରକେଲାରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏପରି ଘଟଣା ଘଟିଛି ଉଦିତ ନଗରରେ। ମଧୁବାବୁ ପେନସନ କାର୍ଡ ବଣ୍ଟନ ପୂର୍ବରୁ ବୁଧବାର ଉଭୟ ଦଳର କର୍ମୀଙ୍କ ମଧ୍ୟରେ ମାରପିଟ୍, ଧସ୍ତାଧସ୍ତି ହୋଇଛି। ରାଉରକେଲାର ବିଜେପି ବିଧାୟକ ଦିଲୀପ ରାୟଙ୍କୁ ନ ଡ଼ାକିବା ଘଟଣାକୁ ନେଇ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିରୋଧ କରିଛନ୍ତି ବିଜେପି କର୍ମୀ।

ମନ୍ତ୍ରୀ ସେଠାରେ ପେନସନ୍ କାର୍ଡ ବାଣ୍ଟିବାର କାର୍ଯ୍ୟକ୍ରମ ଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି। ଘଟଣା ପରେ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ସ୍ଥଗିତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story