ରେଭେନ୍ସା ପାଳନ କରିବ ୧୫୦ ବର୍ଷ ପୂର୍ତ୍ତି

କଟକ: କଟକରେ ୧୮୬୮ ଜାନୁଆରୀ ୨୦ ତାରିଖରେ ପ୍ରତିଷ୍ଠା ହୋଇଥିବା ରେଭେନ୍ସା ମହାବିଦ୍ୟାଳୟ ତାର ୧୫୦ ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି ଅବସରରେ ରେଭେନ୍ସା ମ୍ୟୁଜିୟମ୍‌ ପ୍ରତିଷ୍ଠା ସହ ଦୁଇଟି ଡକୁମେଣ୍ଟାରୀ ଚଳଚ୍ଚିତ୍ର ଓ ସ୍ମରଣୀକା ଉନ୍ମୋଚନ କରାଯିବ। ୨୦୧୭ ଜାନୁଆରୀ ୨୦ରୁ ୨୦୧୮ ଜାନୁଆରୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଏହି ପ୍ରତିଷ୍ଠା ଉତ୍ସବରେ ଭାରତର ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ravenshaw

Rakesh Mallick
  • Published: Saturday, 20 August 2016
  • , Updated: 20 August 2016, 10:35 PM IST

Related story