ରାୟଗଡାରେ ବାହୁଡା ଯାତ୍ରା ପାଳିତ

ରାୟଗଡା: ରାୟଗଡାର ବିଭିନ୍ନ ସ୍ଥାନରେ ବାହୁଡା ରଥଯାତ୍ରା ପାଳିତ ହୋଇଯାଇଛି। ପୂର୍ବାହ୍ନରେ ନିର୍ଦ୍ଧାରିତ ସମୟରେ ତିନିଠାକୁରଙ୍କୁ ପହଣ୍ଡି ବିଜେ କରି ରଥାରୂଢ଼ କରାଯାଇଥିଲା। ଅପରାହ୍ନରେ ରଥା ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ମନ୍ଦିର ନିକଟରେ ରଥ ପହଞ୍ଚିଥିଲା। ବିଷମ କଟକରେ ମହିଳା ମାନେ ପ୍ରଥମ ଥର ପାଇଁ ରଥ ଟାଣିଥିଲେ। ସେହିପରି ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।

ratha

Rakesh Mallick
  • Published: Monday, 27 July 2015
  • , Updated: 27 July 2015, 04:03 AM IST

Related story