ରାୟଗଡ଼ାରେ ୨ ଜଣିଆ ସିବିଆଇ ଟିମ୍

  ରାୟଗଡ଼ା : ବହୁ ଚର୍ଚ୍ଚିତ ସ୍କୁଲ୍ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ଅଭିଯୋଗ ଘଟଣାର ତଦନ୍ତ ପାଇଁ ରାୟଗଡ଼ାକୁ ଯାଇଛନ୍ତି ୨ ଜଣିଆ ସିବିଆଇଟିମ୍ । ଏହି ସିବିଆଇ ଟିମରେ ଇନ୍ସପେକ୍ଟର ଡିପି ମିତ୍ରୱାଲ ଓ କନେଷ୍ଟବଲ୍ ନିଲେସ ମିଶ୍ର ଅଛନ୍ତି । ସିବିଆଇ ଟିମ୍ ଏହା ଚତୁର୍ଥ ଥର ତଦନ୍ତ କରିବା ପାଇଁ ରାୟଗଡ଼ା ପହଞ୍ଚିଛି । ଗତ ଫେବୃଆରୀ ୨୪ ତାରିଖରେ ସିବିଆଇ ଟିମ୍ ପ୍ରଥମ ଥର ପାଇଁ ଏକ ୭ ଜଣିଆ ଟିମ୍ […]

Itishree-Pradhan

Rakesh Mallick
  • Published: Saturday, 16 May 2015
  • , Updated: 16 May 2015, 04:32 AM IST

  ରାୟଗଡ଼ା : ବହୁ ଚର୍ଚ୍ଚିତ ସ୍କୁଲ୍ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ଅଭିଯୋଗ ଘଟଣାର ତଦନ୍ତ ପାଇଁ ରାୟଗଡ଼ାକୁ ଯାଇଛନ୍ତି ୨ ଜଣିଆ ସିବିଆଇଟିମ୍ । ଏହି ସିବିଆଇ ଟିମରେ ଇନ୍ସପେକ୍ଟର ଡିପି ମିତ୍ରୱାଲ ଓ କନେଷ୍ଟବଲ୍ ନିଲେସ ମିଶ୍ର ଅଛନ୍ତି । ସିବିଆଇ ଟିମ୍ ଏହା ଚତୁର୍ଥ ଥର ତଦନ୍ତ କରିବା ପାଇଁ ରାୟଗଡ଼ା ପହଞ୍ଚିଛି । ଗତ ଫେବୃଆରୀ ୨୪ ତାରିଖରେ ସିବିଆଇ ଟିମ୍ ପ୍ରଥମ ଥର ପାଇଁ ଏକ ୭ ଜଣିଆ ଟିମ୍ ରାୟଗଡ଼ା ଆସିଥିଲେ। ଏବେ ସୁଦ୍ଧା ସିବିଆଇ ୫୦ରୁ ‌ଅଧିକ ଲୋକଙ୍କ ବୟାନ ରେକର୍ଡ କରିସାରିଥିବା ସୂଚନା ମିଳିଛି।

Related story