ଗୋବିନ୍ଦଙ୍କ ମୃତ୍ୟୁ ପରେ ଜେଲ୍‌ରେ ବନ୍ଦୀଙ୍କୁ ଭେଟି ପାରୁନାହାନ୍ତି ସମ୍ପର୍କୀୟ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣା ପରେ କଣ୍ଟାବାଜିଂ ଉପ-କାରାଗାରରେ ଅଜବ ଚିତ୍ର ଦେଖିବାକୁ ମିଳିଛି। ବନ୍ଦୀ ଜୀବନ କାଟୁଥିବା କଏଦୀଙ୍କୁ ତାଙ୍କ ପରିବାର ଲୋକଙ୍କ ସହିତ ଭେଟିବାକୁ ଦିଆଯାଉ ନାହିଁ। ଯେଉଁଥିପାଇଁ ଦୂରଦୂରାନ୍ତରୁ ଆସୁଥିବା ଅସହାୟ ଲୋକମାନେ ଜେଲ୍‌ରେ ସମ୍ପର୍କୀୟଙ୍କୁ ଭେଟି ନପାରି ଫେରି ଯାଉଛନ୍ତି। ଜେଲ୍‌ ଗେଟ୍‌ରେ ନିୟୋଜିତ କର୍ମଚାରୀ କହୁଛନ୍ତି, ଏବେ ଭେଟି ହେବ ନାହିଁ, ୮ ଦିନ ପରେ ଆସନ୍ତୁ […]

Jail

Jail

Manoranjan Sial
  • Published: Thursday, 22 December 2022
  • Updated: 22 December 2022, 04:53 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣା ପରେ କଣ୍ଟାବାଜିଂ ଉପ-କାରାଗାରରେ ଅଜବ ଚିତ୍ର ଦେଖିବାକୁ ମିଳିଛି। ବନ୍ଦୀ ଜୀବନ କାଟୁଥିବା କଏଦୀଙ୍କୁ ତାଙ୍କ ପରିବାର ଲୋକଙ୍କ ସହିତ ଭେଟିବାକୁ ଦିଆଯାଉ ନାହିଁ। ଯେଉଁଥିପାଇଁ ଦୂରଦୂରାନ୍ତରୁ ଆସୁଥିବା ଅସହାୟ ଲୋକମାନେ ଜେଲ୍‌ରେ ସମ୍ପର୍କୀୟଙ୍କୁ ଭେଟି ନପାରି ଫେରି ଯାଉଛନ୍ତି। ଜେଲ୍‌ ଗେଟ୍‌ରେ ନିୟୋଜିତ କର୍ମଚାରୀ କହୁଛନ୍ତି, ଏବେ ଭେଟି ହେବ ନାହିଁ, ୮ ଦିନ ପରେ ଆସନ୍ତୁ ଭେଟିବେ। ଜେଲ୍‌ କର୍ତ୍ତୃପକ୍ଷଙ୍କ ଭୁଲ ପାଇଁ ଜଣେ ବନ୍ଦୀ ଆତ୍ମହତ୍ୟା କଲା। ଏହାର ଦଣ୍ଡ ଅନ୍ୟମାନଙ୍କୁ କାହିଁକି ଭୋଗିବାକୁ ପଡ଼ୁଛି?

ହତ୍ୟା ମାମଲାରେ କଣ୍ଟାବାଞ୍ଜି ଜେଲ୍‌ରେ ଦୀର୍ଘ ୫ ବର୍ଷ ହେଲା ବନ୍ଦୀ ଜୀବନ କାଟୁଛନ୍ତି ଖଡ଼ିଆଳ ଅଞ୍ଚଳର ନୃପତି ସାହୁ। ଆଜି ତାଙ୍କୁ ଭେଟି ମାମଲା ସମ୍ପର୍କରେ କଥା ହେବା ପାଇଁ ଆସିଥିଲେ ତାଙ୍କ ୮୫ ବର୍ଷୀୟ ବାପା କୁମ ବେହେରା। ନିର୍ଦ୍ଧାରିତ ସମୟରେ ଜେଲ୍‌ ଗେଟ୍‌ ପାଖରେ ପହଞ୍ଚି ଥିଲେ। ହେଲେ ପୁଅ ସହିତ ଭେଟିବାକୁ ପାଇଁ ଦେଲେ ନାହିଁ ଜେଲ୍‌ କର୍ତ୍ତୃପକ୍ଷ। ଏବେ ଭେଟି ହେବନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ୮ ଦିନ ପରେ ଆସନ୍ତୁ, ପୁଅକୁ ଭେଟିବେ ବୋଲି ଜେଲ୍‌ କର୍ତ୍ତୃପକ୍ଷ କରିଥିବା ନେଇ କୁମ କହିଛନ୍ତି। ଶେଷରେ ନିରୁପାୟ ହୋଇ ଘରକୁ ଫେରିଲେ କୁମ।

ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ ସାହୁ। ସେ କଣ୍ଟାବାଞ୍ଜି ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିଲା। ତେବେ ୨୦ ତାରିଖ ସକାଳେ ସେ ଆତ୍ମହତ୍ୟା କରିଥିଲା। ଗୋବିନ୍ଦର ଆତ୍ମହତ୍ୟାକୁ ନାନା ସନ୍ଦେହ ସୃଷ୍ଟି ହେଉଥିବାରୁ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି। ଯେଉଁଥିପାଇଁ ଜେଲ୍‌ରେ ବନ୍ଦୀ ଥିବା କଏଦୀଙ୍କୁ ଭେଟିବାକୁ କାହାକୁ ଦିଆଯାଉ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story