ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାରେ ଫେଲ୍‌ ମାରିଲା ଶ୍ରୀମନ୍ଦିର ପରିଚାଳନା କମିଟି

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିପାରିଲାନି ପରିଚାଳନା କମିଟି। ତେଣୁ ସବୁ ଅପୂର୍ଣ୍ଣାଙ୍ଗ ପ୍ରସଙ୍ଗର ତର୍ଜମା କରି ୨ ସପ୍ତାହରେ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ଆମିକସ୍‌କ୍ୟୁରୀ ରଞ୍ଜିତ କୁମାରଙ୍କୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ। ଓଡ଼ିଶା ବାହାରେ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଅଛି କେତେ ଜମି? ରାଜ୍ୟ ଭିତରେ ଠାକୁରଙ୍କ କେତେ ଜମିରେ ଚାଲିଛି ପଥର କ୍ୱାରୀ? ସେ […]

jagannath

jagannath

Manoranjan Sial
  • Published: Wednesday, 08 January 2020
  • Updated: 08 January 2020, 07:26 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିପାରିଲାନି ପରିଚାଳନା କମିଟି। ତେଣୁ ସବୁ ଅପୂର୍ଣ୍ଣାଙ୍ଗ ପ୍ରସଙ୍ଗର ତର୍ଜମା କରି ୨ ସପ୍ତାହରେ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ଆମିକସ୍‌କ୍ୟୁରୀ ରଞ୍ଜିତ କୁମାରଙ୍କୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ।

ଓଡ଼ିଶା ବାହାରେ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଅଛି କେତେ ଜମି? ରାଜ୍ୟ ଭିତରେ ଠାକୁରଙ୍କ କେତେ ଜମିରେ ଚାଲିଛି ପଥର କ୍ୱାରୀ? ସେ ନେଇ ସୁପ୍ରିମକୋର୍ଟରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରି ପାରିଲାନି ଶ୍ରୀମନ୍ଦିର ପରିଚାଳନା କମିଟି। ଏମିତିକି ଶ୍ରୀମନ୍ଦିର ପାଇଁ ଜଣେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ପ୍ରସ୍ତାବ ବି ଅନୁପାଳନ ହୋଇନଥିବା ଦର୍ଶାଇଥିଲେ ଆମିକସକ୍ୟୁରୀ ରଞ୍ଜିତ କୁମାର। ତେଣୁ ବାକି ପ୍ରସ୍ତାବ ଗୁଡ଼ିକର ତର୍ଜମା କରି ୨ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ଆମିସକ୍ୟୁରୀଙ୍କୁ ହୋଇଛି ନିର୍ଦ୍ଦେଶ।

ଶ୍ରୀମନ୍ଦିର ସଂସ୍କାର ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ପ୍ରଶାସନର ଓକିଲ ଶ୍ୱେତକେତୁ ମିଶ୍ର କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଜମି ଓ ଖଣି ଖାଦାନ ନେଇ ବିସ୍ତୃତ ତଥ୍ୟ ଦାଖଲ ହୋଇ ନାହିଁ। ଓଡ଼ିଶା ବାହାରେ ଥିବା ଜମିର ସବିଶେଷ ହିସାବ ମିଳି ପାରିନି। ତେଣୁ ଆମିକସକ୍ୟୁରୀଙ୍କ ନୋଟ୍‌ ଆଧାରରେ ପରିଚାଳନା କମିଟି ଅତିରିକ୍ତ ସତ୍ୟପାଠ ଜରିଆରେ ରିପୋର୍ଟ ଦେବ ଶ୍ରୀମନ୍ଦିର ପ୍ରଶାସନ ଓକିଲ ଶ୍ୱେତକେତୁ ମିଶ୍ର କହିଛନ୍ତି।

ସେପଟେ ସୁପ୍ରିମକୋର୍ଟରେ ଦାଖଲ ଅସମ୍ପୂର୍ଣ୍ଣ ରିପୋର୍ଟକୁ ନେଇ ଆପତ୍ତି ଉଠାଇଛି ମାମଲାରେ ପକ୍ଷଭୁକ୍ତ ସେବାୟତ ସମାଜ। ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି, ସେବାୟତଙ୍କ କଲ୍ୟାଣ ଲାଗି ଆକ୍‌ସନ ରିପୋର୍ଟରେ କିଛି ବି ଉଲ୍ଲେଖ ନାହିଁ। ତେଣୁ ଏ ନେଇ ସେ ଆମିକସକ୍ୟୁରୀଙ୍କ ପ୍ରତିନିଧି ପ୍ରିୟା ହିଙ୍ଗୁରାନିଙ୍କୁ ଜଣାଇଛନ୍ତି।

ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗତ ନଭେମ୍ବର ୪ରେ ମଧ୍ୟବର୍ତ୍ତିକାଳୀନ ରାୟ ଦେଇ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର  ପରିଚାଳନା କମିଟିକୁ ୨୨ଟି ପ୍ରସ୍ତାବର ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ଶୃଙ୍ଖଳିତ ନୀତିକାନ୍ତି, ଭକ୍ତଙ୍କ ସୁରକ୍ଷା, ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ସହ ପୁରୀରେ ୬୦ ହଜାର ଭକ୍ତଙ୍କ ରହଣି ବ୍ୟବସ୍ଥା ଓ ଠାକୁରଙ୍କ ସଂପତ୍ତି ଚିହ୍ନଟ କରି ଆକ୍‌ସନ ଟେକେନ ରିପୋର୍ଟ ଦେବାକୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story