ଟିକେଟ ବଣ୍ଟନକୁ ନେଇ ଦଳୀୟ ଅସନ୍ତୋଷ ଥିବା ମାନିଲେ ଅରୁଣ ସାହୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିର୍ବାଚନରେ ଟିକେଟ ବଣ୍ଟନକୁ ନେଇ ଦଳରେ ଥିବା ଅସନ୍ତୋଷକୁ ମାନିଲା ବିଜେଡି। ବିଜେଡି ମୁଖପାତ୍ର ତଥା ବିଧାୟକ ଅରୁଣ ସାହୁ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେଡି ଓଡ଼ିଶାର ସର୍ବବୃହତ ଦଳ। ବିଜେଡି ପ୍ରାର୍ଥୀ ଭାବେ ଲଢ଼ିବାକୁ ବହୁ ଲୋକ ଆଶା କରିଥିଲେ।  ପ୍ରାର୍ଥୀ ଜଣେ ହେବେ, ବହୁ ବିଚାରବିମର୍ଶ ପରେ ପ୍ରାର୍ଥୀ ଘୋଷଣା ହୋଇଛି । କାଁଭାଁ, ଅଳ୍ପ କିଛି ଜାଗାରେ କେହି ଅସୁଖୀ ଥିବା ଖବର ଆସୁଛି । ବଡ଼ ପରିବାର, […]

cbi-1

cbi-1

Tapas Behera
  • Published: Wednesday, 20 March 2019
  • Updated: 20 March 2019, 04:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିର୍ବାଚନରେ ଟିକେଟ ବଣ୍ଟନକୁ ନେଇ ଦଳରେ ଥିବା ଅସନ୍ତୋଷକୁ ମାନିଲା ବିଜେଡି। ବିଜେଡି ମୁଖପାତ୍ର ତଥା ବିଧାୟକ ଅରୁଣ ସାହୁ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେଡି ଓଡ଼ିଶାର ସର୍ବବୃହତ ଦଳ। ବିଜେଡି ପ୍ରାର୍ଥୀ ଭାବେ ଲଢ଼ିବାକୁ ବହୁ ଲୋକ ଆଶା କରିଥିଲେ।  ପ୍ରାର୍ଥୀ ଜଣେ ହେବେ, ବହୁ ବିଚାରବିମର୍ଶ ପରେ ପ୍ରାର୍ଥୀ ଘୋଷଣା ହୋଇଛି । କାଁଭାଁ, ଅଳ୍ପ କିଛି ଜାଗାରେ କେହି ଅସୁଖୀ ଥିବା ଖବର ଆସୁଛି । ବଡ଼ ପରିବାର, କେଉଁଠି କିଛି ଅସୁଖୀ ହେବା ସ୍ୱାଭାବିକ୍ କଥା।

ତେବେ ସମସ୍ତ କଥାକୁ ସମାଧାନ କରିବାକୁ ପ୍ରକ୍ରିୟା ଜାରି ରହିଥିବା ଅରୁଣ କହିଛନ୍ତି। ୯୦ରୁ ୯୫ ପ୍ରତିଶତ ସମାଧାନ ସରିଛି। ତେବେ ଯେଉଁଠି କାଁଭାଁ ରହୁଛି ସେଠାରେ କିପରି ସମାଧାନ କରାଯାଇପାରିବ ଉଦ୍ୟମ ଚାଲୁଛି ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story