ରିମାଣ୍ଡର ପ୍ରଥମ ଦିନ: ଲାଇଫଷ୍ଟାଇଲ୍ ଓ ଅର୍ଥନୈତିକ କାରବାର ସଂପର୍କରେ ସତ୍ୟମଙ୍କୁ ଜେରା

କଟକ: ବିବାଦୀୟ ସାରଥିଙ୍କ ପାଳିତ ପୁଅ ସତ୍ୟମ ଶେଖର ରାଉଳଙ୍କର କ୍ରାଇମବ୍ରାଞ୍ଚ ରିମାଣ୍ଡର ଆଜି ଥିଲା ପ୍ରଥମ ଦିନ। ପ୍ରଥମ ଦିନର ଜେରାରେ ଫେ।କସ ଥିଲା ତାଙ୍କ ଲାଇଫଷ୍ଟାଇଲ୍ ଓ ଅର୍ଥନୈତିକ କାରବାର। ଭୁବନେଶ୍ୱର ସମେତ ଅନ୍ୟ ସ୍ଥାନରେ ତାଙ୍କ ଜୀବନ କିଭଳି ବିତୁଥିଲା, ଏଥିପାଇଁ ସେ ଅର୍ଥ କେଉଁଠୁ ଆଣିଥିଲେ ସେନେଇ ତନାଘନା କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ସେହିଭଳି ଅର୍ଥନୈତିକ କାରବାର ସଂପର୍କରେ ବି ପଚରାଉଚରା ହୋଇଛି। ଆଜି ପୂର୍ବାହ୍ନ ଠିକ୍ ୧୦ଟା ୩୫ରେ ଚୌଦ୍ୱାର […]

satyama

satyama

Rakesh Mallick
  • Published: Friday, 21 August 2015
  • Updated: 22 August 2015, 01:37 AM IST

Sports

Latest News

କଟକ: ବିବାଦୀୟ ସାରଥିଙ୍କ ପାଳିତ ପୁଅ ସତ୍ୟମ ଶେଖର ରାଉଳଙ୍କର କ୍ରାଇମବ୍ରାଞ୍ଚ ରିମାଣ୍ଡର ଆଜି ଥିଲା ପ୍ରଥମ ଦିନ। ପ୍ରଥମ ଦିନର ଜେରାରେ ଫେ।କସ ଥିଲା ତାଙ୍କ ଲାଇଫଷ୍ଟାଇଲ୍ ଓ ଅର୍ଥନୈତିକ କାରବାର। ଭୁବନେଶ୍ୱର ସମେତ ଅନ୍ୟ ସ୍ଥାନରେ ତାଙ୍କ ଜୀବନ କିଭଳି ବିତୁଥିଲା, ଏଥିପାଇଁ ସେ ଅର୍ଥ କେଉଁଠୁ ଆଣିଥିଲେ ସେନେଇ ତନାଘନା କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ସେହିଭଳି ଅର୍ଥନୈତିକ କାରବାର ସଂପର୍କରେ ବି ପଚରାଉଚରା ହୋଇଛି।

satyama1ଆଜି ପୂର୍ବାହ୍ନ ଠିକ୍ ୧୦ଟା ୩୫ରେ ଚୌଦ୍ୱାର ଜେଲରୁ କ୍ରାଇମବ୍ରାଞ୍ଚ ହେଡକ୍ୱାର୍ଟସକୁ ଅଣାଯାଇଥିଲା ସତ୍ୟମ ଶେଖର ରାଉଳଙ୍କୁ। ସେ ପହଞ୍ଚିବା ମାତ୍ରେ ଆରମ୍ଭ ହୋଇଯାଇଥିଲା ଜେରା। କ୍ରାଇମବ୍ରାଞ୍ଚର ୪ ଅଧିକାରୀ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଲେ ସତ୍ୟମଙ୍କୁ। ଫେ।କସରେ ଥିଲା ସତ୍ୟମଙ୍କ ବିଳାସପୂର୍ଣ୍ଣ ଜୀବନ। ମିଳିଥିବା ସୂଚନା ଅନୁସାରେ ବେଶ ଡରି ଯାଇଥିଲେ ସତ୍ୟମ, ବାରମ୍ୱାର ପାଣି ପିଇଥିଲେ। ଦିନ ୧ଟା ୧୫ ପର୍ଯ୍ୟନ୍ତ ଚାଲିଲା ପଚରାଉଚରା। ରାଜ୍ୟର କେଉଁ କେଉଁ ସ୍ଥାନରେ ସେ ରହୁଥିଲେ। କିଭଳି ଥିଲା ତାଙ୍କ ଲାଇଫଷ୍ଟାଇଲ୍। କେତେ ଟଙ୍କା ଖର୍ଚ୍ଚ କରୁଥିଲେ, ଟଙ୍କ। କେଉଁଠୁ ଆସୁଥିଲା- ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଁଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ। ୧ଟା ୧୫ରୁ ୨ଟା ପର୍ଯ୍ୟନ୍ତ ଥିଲା ଲଞ୍ଚ ବ୍ରେକ୍।

ଦ୍ୱିତୀୟ ପର୍ଯ୍ୟାୟ ଜେରା ୨ଟା ପରେ ଆରମ୍ଭ ହେଲା ଏଥର ଫୋକସରେ ଥିଲା ସାରଥିଙ୍କ ଅର୍ଥତୈନିକ କାରବାରରେ ସତ୍ୟମଙ୍କ ଲିଙ୍କ୍ ଓ ତାଙ୍କର ଟଙ୍କା କାରବାର। ତାଙ୍କ ନାଁରେ କେତେ ବ୍ୟାଙ୍କ ଆକାଉଣ୍ଟ ରହିଛି, କେଉଁ ଆକାଉଣ୍ଟରେ କେତେ ଟଙ୍କ। ରହିଛି, କେଉଁଠୁ ସେ ଟଙ୍କ। ଆଣୁଥିଲେ, ସାରଥିଙ୍କଠାରୁ ଆଣୁଥିବା ଟଙ୍କା ସେ କେଉଁଠାରେ ବିନିଯୋଗ କରିଛନ୍ତି କି- ଏସବୁ ଜାଣିବାକୁ ଚାହିଁଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ।

ଭୁବନେଶ୍ୱରରେ ବିଲଡର୍ ସାଗର ରାୟଙ୍କ ପତ୍ନୀଙ୍କଠାରୁ ସତ୍ୟମ ୫୫ ଲକ୍ଷ ଟଙ୍କାର ଏକ ଫ୍ଲାଟ୍ କିଣିଥିବା ଜଣାପଡ଼ିଛି। ତେବେ ସେଲ୍ ଡିଡରେ ୫୫ ଲକ୍ଷ ଟଙ୍କ। ଦର୍ଶାଯାଇଥିଲେ ବି ଚେକରେ କାହିଁକି ୭୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ସେନେଇ ମଧ୍ୟ ସତ୍ୟମଙ୍କୁ ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ।

ବର୍ତ୍ତମାନ ସୁଦ୍ଧା ସତ୍ୟମ୍ ନାଁରେ ୩ଟି ବ୍ୟାଙ୍କ ଆକାଉଣ୍ଟରୁ ୨୭ଲକ୍ଷ ଟଙ୍କା ଠାବ ହୋଇଛି। ୧୦ ଲକ୍ଷ ଟଙ୍କାର ଏକ ଫିକ୍ସ ଡିପୋଜିଟ୍ ମଧ୍ୟ ଠାବ କରାଯାଇଛି। ତା'ଛଡ଼ା ସତ୍ୟମ୍ ନାଁରେ ମୂଲ୍ୟବାନ ଫ୍ଲାଟ, ଜମିବାଡ଼ି ଓ କୋଟି କୋଟି ଟଙ୍କ।ର ସତ୍ୟମ୍ ଚାରିଟେବୁଲ୍ ଟ୍ରଷ୍ଟ ମଧ୍ୟ ରହିଛି। ସତ୍ୟମକୁ କ୍ରାଇମ୍ ବ୍ରାଞ୍ଚ୍ ୩ ଦିନ ରିମାଣ୍ଡରେ ଆଣିଥିବା ବେଳେ ଏହି ସମୟ ମଧ୍ୟରେ ସବୁ ତଥ୍ୟ ଆଦାୟ କରିବାକୁ ପ୍ରୟାସ କରିବ କ୍ରାଇମବ୍ରାଞ୍ଚ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story