ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ଛେରାପହଁରା କଲେ ମୁଦିରଥ

ପୁରୀ(ଓଡ଼ିଶା ରିପୋର୍ଟର):କରୋନା କଟକଣା ଯୋଗୁ ଏଥର ବିନା ଭକ୍ତରେ ଏବଂ ସୀମିତ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆୟୋଜିତ ହେଉଛି। ଛେରା ପହଁରା ନିମନ୍ତେ ଗଜପତି ମହାରାଜା ଆସିବାର ବିଧି ଥିଲେ ମଧ୍ୟ ସେ ଆସି ନ ଥିବା ଜଣାଯାଇଛି। ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧି ଭାବେ ଛେରାପହଁରା କଲେ ମୁଦିରଥ। ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ବେଶ ପରେ ଛେରାପହଁରା ସମ୍ପନ୍ନ ହୋଇଥିବା ଜଣାଯାଇଛି। ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀରେ […]

puri-1

puri-1

Niharika Rout
  • Published: Friday, 05 June 2020
  • Updated: 05 June 2020, 03:20 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର):କରୋନା କଟକଣା ଯୋଗୁ ଏଥର ବିନା ଭକ୍ତରେ ଏବଂ ସୀମିତ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆୟୋଜିତ ହେଉଛି। ଛେରା ପହଁରା ନିମନ୍ତେ ଗଜପତି ମହାରାଜା ଆସିବାର ବିଧି ଥିଲେ ମଧ୍ୟ ସେ ଆସି ନ ଥିବା ଜଣାଯାଇଛି। ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧି ଭାବେ ଛେରାପହଁରା କଲେ ମୁଦିରଥ। ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ବେଶ ପରେ ଛେରାପହଁରା ସମ୍ପନ୍ନ ହୋଇଥିବା ଜଣାଯାଇଛି।

ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀରେ ଆଧ୍ୟାତ୍ମିକମୟ ହୋଇଛି ଶ୍ରୀକ୍ଷେତ୍ର ପରିବେଶ। ତେବେ କରୋନା କଟକଣା ପାଇଁ ଏଥର ବିନା ଭକ୍ତରେ ଏବଂ ସୀମିତ ସେବାୟତଙ୍କୁ ନେଇ ହେଉଛି ସ୍ନାନଯାତ୍ରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story