ଦୁଇଟି କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ଦୁଇଟି କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକ ମାନେ ହେଲେ ଖୋର୍ଦ୍ଧା  ମୁକୁନ୍ଦପ୍ରସାଦର  ମହମ୍ମଦ ଅଖତର ହୁସେନ୍ ଓ ମହାରାଷ୍ଟ୍ରର ଆୟୁବ ଖାଁ। ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି  ମୃତଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ  ପଠାଯାଇଛି।

accident

Rakesh Mallick
  • Published: Friday, 30 June 2017
  • , Updated: 30 June 2017, 01:09 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ଦୁଇଟି କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକ ମାନେ ହେଲେ ଖୋର୍ଦ୍ଧା  ମୁକୁନ୍ଦପ୍ରସାଦର  ମହମ୍ମଦ ଅଖତର ହୁସେନ୍ ଓ ମହାରାଷ୍ଟ୍ରର ଆୟୁବ ଖାଁ।

ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି  ମୃତଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ  ପଠାଯାଇଛି।

Related story