ଓଲଟି ପଡ଼ିଲା ଟ୍ରାକ୍ଟର; ୨ମୃତ

ପାଟଣାଗଡ଼ (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା  ବେଲପଡ଼ା ବ୍ଲକ ଲଥାଚେନ୍ ଗାଁ ନିକଟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ  ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବାଲି ପାଇଁ ନଦୀକୁ ଯିବା ବେଳେ ଟ୍ରାକ୍ଟର ଓଲଟିବାରୁ ଏହି ଦୁର୍ଘଟଣା ଘଟିଛି।  ଆହତ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

tyy

Rakesh Mallick
  • Published: Friday, 20 April 2018
  • , Updated: 20 April 2018, 12:34 PM IST

ପାଟଣାଗଡ଼ (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା  ବେଲପଡ଼ା ବ୍ଲକ ଲଥାଚେନ୍ ଗାଁ ନିକଟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ  ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ବାଲି ପାଇଁ ନଦୀକୁ ଯିବା ବେଳେ ଟ୍ରାକ୍ଟର ଓଲଟିବାରୁ ଏହି ଦୁର୍ଘଟଣା ଘଟିଛି।  ଆହତ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related story