ଟ୍ରକ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଯୁବକଙ୍କ ମୃତ୍ୟୁ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲା ସ୍ଥିତ କାର୍ମେଲ ସ୍କୁଲ ଆଗରେ  ଟ୍ରକ୍ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ  ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଜେମସ୍‌ ଫ୍ରାନସିସ୍ । ଆହତ ଯୁବକଙ୍କ ନାଁ ପିଟର ଲାକ୍ରା। ଜେମସ୍‌ଙ୍କ ଘର ବାଲିଯୋଡ଼ିରେ। ପିଟରଙ୍କ ଘର ଜଲଦା ସି-ବ୍ଲକ୍‌ରେ। ଆଜି ଦିନ ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି।  ଜେମସ୍‌ ଓ ପିଟର ଦୁଇ  ବନ୍ଧୁ। ସେମାନେ ଏକ ବାଇକ୍‌ରେ କୌଣସି […]

road-block

road-block

Jyoshna Pradhan
  • Published: Tuesday, 26 November 2019
  • Updated: 26 November 2019, 02:52 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲା ସ୍ଥିତ କାର୍ମେଲ ସ୍କୁଲ ଆଗରେ  ଟ୍ରକ୍ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ  ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଜେମସ୍‌ ଫ୍ରାନସିସ୍ । ଆହତ ଯୁବକଙ୍କ ନାଁ ପିଟର ଲାକ୍ରା। ଜେମସ୍‌ଙ୍କ ଘର ବାଲିଯୋଡ଼ିରେ। ପିଟରଙ୍କ ଘର ଜଲଦା ସି-ବ୍ଲକ୍‌ରେ।

ଆଜି ଦିନ ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି।  ଜେମସ୍‌ ଓ ପିଟର ଦୁଇ  ବନ୍ଧୁ। ସେମାନେ ଏକ ବାଇକ୍‌ରେ କୌଣସି କାମରେ ଲାଠିକଟା ଯାଇ ଫେରୁଥିବା ବେଳେ କାର୍ମେଲ ସ୍କୁଲ ଆଗରେ ତାଙ୍କ ବାଇକ୍‌  ସହ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ଜେମସ୍‌ଙ୍କ ମୃତ୍ୟୁ ଘଟିଥିଲା। ପିଟରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଏହାପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ୧୪୩ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ।  ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଥିଲା।  ଖବର ପାଇ ରଘୁନାଥ ପୁଲିସ୍‌  ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ  ରାସ୍ତାରୋକ ହଟିଥିଲା। ପୁଲିସ୍‌ ଟ୍ରକ୍‌କୁ ଜବତ କରି ଡ୍ରାଇଭରକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story