ଟାଟା ଏସି ଧକ୍କାରେ ତୃତୀୟ ଶ୍ରେଣୀ ଛାତ୍ରୀ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ବଦଲା ସାହି ନିକଟରେ ଏକ ଟାଟା ଏସି ଧକ୍କାରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ରିଙ୍କି ନାୟକ। ରିଙ୍କି ସ୍କୁଲ ଯାଉଥିବା ବେଳେ ଟାଟା ଏସିଟି ତାଙ୍କୁ ଧକ୍କା ଦେଇଥିଲା। ତାଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକେ ୫୭  ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 01:05 PM IST

Related story