ନର୍ସଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ଠପ୍‌ , ରାସ୍ତାକୁ ଓହ୍ଲାଇଲେ ସମ୍ପର୍କୀୟ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ନର୍ସ ଓ ପାରା ମେଡିକାଲ କର୍ମଚାରୀ ଆଜି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ପ୍ରଭାବିତ ହୋଇଛି ରୋଗୀ ସେବା। ରୋଗୀ ସେବା ବ୍ୟାହତ ହେବାରୁ ଦେଖା ଦେଇଛି ଉତ୍ତେଜନା। ବଲାଙ୍ଗିର ଶିବ ମନ୍ଦିର ଛକରେ ରାସ୍ତାରୋକ କରିଛନ୍ତି ରୋଗୀଙ୍କ ସଂପର୍କୀୟ । ସେମାନେ ବଲାଙ୍ଗିର-ସୋନପୁର ରାସ୍ତା ଅବରୋଧ କରିଛନ୍ତି । ୧୩ ତାରିଖ ରାତିରେ କର୍ତ୍ତବ୍ୟରତ ନର୍ସଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ […]

rasta--1

rasta--1

Niharika Rout
  • Published: Saturday, 15 February 2020
  • Updated: 15 February 2020, 01:46 PM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ନର୍ସ ଓ ପାରା ମେଡିକାଲ କର୍ମଚାରୀ ଆଜି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ପ୍ରଭାବିତ ହୋଇଛି ରୋଗୀ ସେବା। ରୋଗୀ ସେବା ବ୍ୟାହତ ହେବାରୁ ଦେଖା ଦେଇଛି ଉତ୍ତେଜନା। ବଲାଙ୍ଗିର ଶିବ ମନ୍ଦିର ଛକରେ ରାସ୍ତାରୋକ କରିଛନ୍ତି ରୋଗୀଙ୍କ ସଂପର୍କୀୟ । ସେମାନେ ବଲାଙ୍ଗିର-ସୋନପୁର ରାସ୍ତା ଅବରୋଧ କରିଛନ୍ତି ।

୧୩ ତାରିଖ ରାତିରେ କର୍ତ୍ତବ୍ୟରତ ନର୍ସଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି ନାହିଁ।  ଏହା ପ୍ରତିବାଦରେ ଆଜି ସକାଳୁ ନର୍ସମାନେ ଆନ୍ଦୋଳନ ଚାଲୁ ରଖିଥିବା ବେଳେ ରାସ୍ତାକୁ ଓହ୍ଲାଇଲେ ରୋଗୀଙ୍କ ସମ୍ପର୍କୀୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos