ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପୁଣି ରାସ୍ତାରୋକ

ନୂଆପଡ଼ା: ସଡକ ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ କୋମନାରେ ପୁଣି ଥରେଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଉଲଭା ଗ୍ରାମବାସୀଙ୍କ  ରାସ୍ତା ଅବରୋଧ ଯୋଗୁଁ ରାୟପୁର-ଗୋପାଳପୁର ମଧ୍ୟରେ ଗାଡ଼ି଼ ଚଳାଚଳ ଯାତାୟତ ବନ୍ଦ ରହିଛି। ଅନ୍ୟପଟେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି। ଏଥିସହ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ କରିବା ସହ ପୋଲିସ ଗାଡ଼ି ଚାଳକକୁ ଅଟକ ରଖିଛି।

ଦୁର୍ଘଟଣା ପରେ ଗତକାଲି ରାତିରେ ମଧ୍ୟ ନୂଆପଡା କୋମନା ଥାନା ସମ୍ମୁଖ ଜାତୀୟ ରାଜପଥ-୩୫୩କୁ ଗ୍ରାମବାସୀ ଅବରୋଧ କରିଥିଲେ। ଫଳରେ ରାୟପୁର-ଗୋପାଳପୁର ରାସ୍ତାରେ ଶହ ଶହ ଗାଡ଼ିମୋଟର ଅଟକି ରହିଥିଲା।

ଗତ ରବିବାର ଉଲଭା ଗାଁର ଯଦୁମଣୀ ମାଝି ଓ ଅର୍ଜୁନ ମାଝି ସାଇକେଲରେ ଯାଉଥିବା ବେଳେ ଏକ  ମିନିଟ୍ରକ୍ ଧକ୍କା ଦେଇଥିଲା।  ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ନୂଆପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ଗତକାଲି ଅର୍ଜୁନଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିଛନ୍ତି।

Ordigital Desk
• Published: Tuesday, 24 October 2017
• Updated: 24 October 2017, 12:29 PM IST

Sports

Latest News

ନୂଆପଡ଼ା: ସଡକ ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ କୋମନାରେ ପୁଣି ଥରେଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଉଲଭା ଗ୍ରାମବାସୀଙ୍କ  ରାସ୍ତା ଅବରୋଧ ଯୋଗୁଁ ରାୟପୁର-ଗୋପାଳପୁର ମଧ୍ୟରେ ଗାଡ଼ି଼ ଚଳାଚଳ ଯାତାୟତ ବନ୍ଦ ରହିଛି। ଅନ୍ୟପଟେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି। ଏଥିସହ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ କରିବା ସହ ପୋଲିସ ଗାଡ଼ି ଚାଳକକୁ ଅଟକ ରଖିଛି।

ଦୁର୍ଘଟଣା ପରେ ଗତକାଲି ରାତିରେ ମଧ୍ୟ ନୂଆପଡା କୋମନା ଥାନା ସମ୍ମୁଖ ଜାତୀୟ ରାଜପଥ-୩୫୩କୁ ଗ୍ରାମବାସୀ ଅବରୋଧ କରିଥିଲେ। ଫଳରେ ରାୟପୁର-ଗୋପାଳପୁର ରାସ୍ତାରେ ଶହ ଶହ ଗାଡ଼ିମୋଟର ଅଟକି ରହିଥିଲା।

ଗତ ରବିବାର ଉଲଭା ଗାଁର ଯଦୁମଣୀ ମାଝି ଓ ଅର୍ଜୁନ ମାଝି ସାଇକେଲରେ ଯାଉଥିବା ବେଳେ ଏକ  ମିନିଟ୍ରକ୍ ଧକ୍କା ଦେଇଥିଲା।  ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ନୂଆପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ଗତକାଲି ଅର୍ଜୁନଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos