ସିଂହଦ୍ୱାର ସମ୍ମୁଖ ରାସ୍ତା ସିଲ୍‌, ହୋଇ ପାରୁନି କାଳିଆ ଦର୍ଶନ

ପୁରୀ(ଓଡ଼ିଶା ରିପୋର୍ଟର): ବିନା କୌଣସି ସୂଚନା ତଥା ପୂର୍ବ ନୋଟିସରେ ଆଜି ସକାଳୁ ହଠାତ୍‌ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତାକୁ ବନ୍ଦ କରି ଦିଆଯାଇଛି । ଏଥିଯୋଗୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ କାଳିଆ ଦର୍ଶନ କରି ନ ପାରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାବାଦ ସ୍ଥାନୀୟ ଲୋକେ ବି ନିଜ ଆବଶ୍ୟକ କାମ ପାଇଁ ରାସ୍ତା ଅପରପାର୍ଶ୍ୱକୁ ଯାଇ ପାରୁ ନାହାନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ଏବେ ପରିକ୍ରମା ପ୍ରକଳ୍ପ କାମ ଚାଲୁଛି । ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ […]

puri

puri

Niharika Rout
  • Published: Friday, 06 January 2023
  • Updated: 06 January 2023, 12:51 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ବିନା କୌଣସି ସୂଚନା ତଥା ପୂର୍ବ ନୋଟିସରେ ଆଜି ସକାଳୁ ହଠାତ୍‌ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତାକୁ ବନ୍ଦ କରି ଦିଆଯାଇଛି । ଏଥିଯୋଗୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ କାଳିଆ ଦର୍ଶନ କରି ନ ପାରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାବାଦ ସ୍ଥାନୀୟ ଲୋକେ ବି ନିଜ ଆବଶ୍ୟକ କାମ ପାଇଁ ରାସ୍ତା ଅପରପାର୍ଶ୍ୱକୁ ଯାଇ ପାରୁ ନାହାନ୍ତି।

ଶ୍ରୀମନ୍ଦିର ସମ୍ମୁଖରେ ଏବେ ପରିକ୍ରମା ପ୍ରକଳ୍ପ କାମ ଚାଲୁଛି । ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରୁ ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତା ବନ୍ଦ କରାଯାଇଛି । ଫଳରେ ସ୍ଥାନୀୟ ବାସିନ୍ଦା ଏବଂ ଯାତ୍ରୀମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ଏହି ରାସ୍ତାରେ ଥିବା ସମସ୍ତ ଦୋକାନବଜାର ମଧ୍ୟ ବନ୍ଦ ରଖାଯାଇଛି । ତେବେ ଯାତାୟତ ପାଇଁ ଛୋଟିଆ ରାସ୍ତାଟିଏ ହେଲେ ଭଲ ହୁଅନ୍ତା ବୋଲି ଉପସ୍ଥିତ  ଲୋକେ କହିଛନ୍ତି ।

ମଧ୍ୟପ୍ରଦେଶ, ରାଜସ୍ଥାନ, ୟୁପି ପରି ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରଦ୍ଧାଳୁ କାଳିଆ ଦର୍ଶନ ନ ପାଇ ଭାଙ୍ଗି ପଡ଼ିଛନ୍ତି । ପ୍ରଶାସନ ପକ୍ଷରୁ ଛୋଟି ରାସ୍ତାଟେ ଦିଆଗଲେ ସେମାନେ କାଳିଆ ଠାକୁରକୁ ଦେଖି ପାରନ୍ତେ ବୋଲି କହିଛନ୍ତି।

ସେହିପରି ରାସ୍ତା  ଅପରପାର୍ଶ୍ୱରେ ଷ୍ଟେଟ ବ୍ୟାଙ୍କ, ସିଂଦ୍ୱାର ଥାନା, ମେଡିକାଲ ଆଦି ପ୍ରତିଷ୍ଠାନ ଥିବାରୁ ଜରୁରିକାଳୀନ କାମରେ ବି ଲୋକେ ଯାଇପାରୁ ନାହାନ୍ତି।  ତେଣୁ ସେମାନେ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରୁଛନ୍ତି।

ସିଂହଦ୍ୱାର ସମ୍ମୁଖ ରାସ୍ତାକୁ କେବେ ଭକ୍ତ ଓ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story