ସାବାଡ଼ ହେବେ ରୋଡ୍‌ ରୋମିଓ, ଜଗିଛନ୍ତି ଲେଡି ଅଫିସର!

ଭୁବନଶ୍ୱର(ଓଡ଼ିଶା ରିପୋର୍ଟର): କଟକ-ଭୁବନେଶ୍ୱରର ରାସ୍ତା ଓ ଛକରେ ଚକ୍କର ମାରୁଥିବା ରୋଡ୍‌ ରୋମିଓ ଏଣିକି ସାବାଡ଼ ହେବେ। ସେମାନଙ୍କ ଉପରେ ନଜର ରଖିବେ ସ୍ପେଶାଲ ପୁଲିସ୍ ଅଫିସର(ଏସ୍‌ପିଓ)। ଯୁବତୀ ଓ ମହିଳାଙ୍କ ସହ ହେଉଥିବା ଦୁର୍ବ୍ୟବହା ଏବଂ ଅଶୋଭନୀୟ ଆଚରଣକୁ କଡ଼ା ଭାଷାରେ ଜବାବ ଦେବେ ଏହି ଏସ୍‌ପିଓ। କମିଶନରେଟ୍ ପୁଲିସ୍ ପାଖରେ ଥିବା ସବୁ କ୍ଷମତା ଏବେ ଏସ୍‌ପିଓଙ୍କ ପାଖରେ ରହିବ। ଆଜି ୨୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ନେଇ ଏସ୍‌ପିଓ ଟିମ୍ ଗଠନ କରିଛି କମିଶନରେଟ […]

romeo

romeo

Manoranjan Sial
  • Published: Thursday, 02 January 2020
  • Updated: 02 January 2020, 06:11 PM IST

Sports

Latest News

ଭୁବନଶ୍ୱର(ଓଡ଼ିଶା ରିପୋର୍ଟର): କଟକ-ଭୁବନେଶ୍ୱରର ରାସ୍ତା ଓ ଛକରେ ଚକ୍କର ମାରୁଥିବା ରୋଡ୍‌ ରୋମିଓ ଏଣିକି ସାବାଡ଼ ହେବେ। ସେମାନଙ୍କ ଉପରେ ନଜର ରଖିବେ ସ୍ପେଶାଲ ପୁଲିସ୍ ଅଫିସର(ଏସ୍‌ପିଓ)। ଯୁବତୀ ଓ ମହିଳାଙ୍କ ସହ ହେଉଥିବା ଦୁର୍ବ୍ୟବହା ଏବଂ ଅଶୋଭନୀୟ ଆଚରଣକୁ କଡ଼ା ଭାଷାରେ ଜବାବ ଦେବେ ଏହି ଏସ୍‌ପିଓ। କମିଶନରେଟ୍ ପୁଲିସ୍ ପାଖରେ ଥିବା ସବୁ କ୍ଷମତା ଏବେ ଏସ୍‌ପିଓଙ୍କ ପାଖରେ ରହିବ। ଆଜି ୨୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ନେଇ ଏସ୍‌ପିଓ ଟିମ୍ ଗଠନ କରିଛି କମିଶନରେଟ ପୁଲିସ୍। ଆଉ ଏହି ଅବସରରେ ଏସ୍‌ପିଓଙ୍କ କ୍ଷମତା ସମ୍ପର୍କରେ ବିସ୍ତୁତ ସୂଚନା ଦେଇଛନ୍ତି ପୁଲିସ୍ କମିଶନର୍ ଡକ୍ଟର ସୁଂଧାଶୁ ଷଡ଼ଙ୍ଗୀ।

ସେ କହିଛନ୍ତି-“ପୁଲିସ୍‌ ଆଖି ଓ କାନ ହେଉଛନ୍ତି ଏସ୍‌ପିଓ। ରାସ୍ତାରେ କଣ ହେଉଛି? ମହିଳାଙ୍କ ସହ କିଭଳି ବ୍ୟବହାର କରାଯାଉଛି? ଏଣିକି ସେ ସମ୍ପର୍କରେ ସୂଚନା ଦେବେ ଏସ୍‌ପିଓ। ଖାଲି ରାସ୍ତାଘାଟରେ ନୁହେଁ, କର୍ମକ୍ଷେତ୍ରରେ ମଧ୍ୟ ହେଉଥିବା ଅସଦାଚରଣକୁ ନେଇ ବି ସଜାଗ ରହିବେ ଏମାନେ। ନବ ନିଯୁକ୍ତ ହୋଇଥିବା ଏସ୍‌ପିଓ କଟକ ଓ ଭୁବନେଶ୍ୱରର ୫୬ରୁ ଊର୍ଦ୍ଧ୍ୱ ଅନୁଷ୍ଠାନରୁ ସାମିଲ ହୋଇଛନ୍ତି। ଆଇଟି, କଲ ସେଣ୍ଟର ଓ କଲେଜ ଆଦିରୁ ଯୁବତୀମାନେ ଏଥିରେ ଯୋଗ ଦେଇଛନ୍ତି।”

ଆଜି ଏସ୍‌ପିଓଙ୍କୁ ସ୍ୱତନ୍ତ୍ର ଟି-ସାର୍ଟ ପ୍ରଦାନ କରିଛନ୍ତି ପୁଲିସ୍ କମିଶନର ଶ୍ରୀ ଷଡଙ୍ଗୀ।

ଏପଟେ କମିଶନରେଟ୍ ପୁଲିସକୁ ଆଜି ପୂରଣ ହୋଇଛି ୧୨ ବର୍ଷ। ଏହି ଅବସରରେ OSAP ସପ୍ତମ ବାଟାଲିୟନ୍ ପରିସରରେ ଆୟୋଜିତ ହୋଇଛି ଚିତ୍ତାକର୍ଷକ ପରେଡ୍। ଏଥିରେ ଯୋଗଦେଇ ପୁଲିସକୁ ସମନ୍ୱିତ ଢଙ୍ଗରେ କାମ କରିବାକୁ ପରାମର୍ଶ ଦେଇଥିଲେ ପୁଲିସ୍ ଡିଜି ଅଭୟ। ସେହିଭଳି କଟକ, ଭୁବନେଶ୍ୱର ମହାନଗର ସହ ସ୍ମାର୍ଟ ସିଟି ପ୍ରକଳ୍ପର ସିସିଟିଭିକୁ ମିଶାଇ ଏକକ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି ଡିଜି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story