ରାଉରକେଲା: ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ ସ୍ୱପ୍ନା ହୁନାଗା

ରାଉରକେଲା: ରାଉରକେଲା ଏସପିଙ୍କ ନିକଟରେ ବୁଧବାର ଜଣେ  ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ସ୍ୱପ୍ନା ହୁନାଗା। ଏହି ମହିଳା ଜଣଙ୍କ ସରଣ୍ଡା ଜଙ୍ଗଲରେ ବିଭିନ୍ନ ମାଓ କାର୍ଯ୍ୟକଳାପରେ ସଂପୃକ୍ତି ଥିଲେ। ତେବେ ମାଓ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସ୍ୱପ୍ନା ହୁନାଗା ଆତ୍ମସମର୍ପଣ କରିଥିବା ଏସପି ସୂଚନା ଦେଇଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ ଥଇଥାନ କରାଯିବା ସହ ସହାୟତ ରାଶି ପ୍ରଦାନ କରାଯିବ ବୋଲି ଏସପି କହିଛନ୍ତି।

Maoist

Rakesh Mallick
  • Published: Wednesday, 09 September 2015
  • , Updated: 09 September 2015, 03:37 PM IST

Related story