ରାଉରକେଲା: ଗଛରେ ପିଟିଲା କାର୍‌, ଜଣେ ମୃତ

ରାଉରକେଲା: ରାଉରକେଲା ଦେଇ ଯାଇଥିବା ଏନ୍‌ଏଚ୍‌-୧୪୩ର ଲାଠିକଠାରେ ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

busturn

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 03:00 PM IST

Related story