ଆରଆଇଟି ସମ୍ପାଦକ ଓ ଅଧ୍ୟକ୍ଷଙ୍କୁ ମାଡ଼!

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ୨୪ ମାସର ଦରମା ପାଇ ନଥିବାରୁ ରାଉରକେଲା Institute Of Technology(RIT)ର କର୍ମଚାରୀମାନେ ଆନ୍ଦୋଳନ କରିଆସୁଛନ୍ତି। ଆଜି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିଲା। RIT କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟାମାନେ ଅନୁଷ୍ଠାନର ଅଧ୍ୟକ୍ଷ ପୀତବାସ ମିଶ୍ର ଏବଂ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ରଙ୍କ କାର୍ଯ୍ୟାଳୟ ଏବଂ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦରମା ଦେବାରେ ସମ୍ପାଦକ ଓ ଅଧ୍ୟକ୍ଷ କୌଣସି ପଦକ୍ଷେପ ନନେବାରୁ ବିକ୍ଷୋଭକାରୀମାନେ ସମ୍ପାଦକ ଏବଂ […]

rourkela-institute-of-technology-employees-are-protest

Manoranjan Sial
  • Published: Monday, 18 November 2019
  • , Updated: 18 November 2019, 07:13 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ୨୪ ମାସର ଦରମା ପାଇ ନଥିବାରୁ ରାଉରକେଲା Institute Of Technology(RIT)ର କର୍ମଚାରୀମାନେ ଆନ୍ଦୋଳନ କରିଆସୁଛନ୍ତି। ଆଜି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିଲା। RIT କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟାମାନେ ଅନୁଷ୍ଠାନର ଅଧ୍ୟକ୍ଷ ପୀତବାସ ମିଶ୍ର ଏବଂ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ରଙ୍କ କାର୍ଯ୍ୟାଳୟ ଏବଂ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦରମା ଦେବାରେ ସମ୍ପାଦକ ଓ ଅଧ୍ୟକ୍ଷ କୌଣସି ପଦକ୍ଷେପ ନନେବାରୁ ବିକ୍ଷୋଭକାରୀମାନେ ସମ୍ପାଦକ ଏବଂ ଅଧ୍ୟକ୍ଷଙ୍କୁ ଟାଣି ଆଣି ଘୋଷାଡିବା ସହ ମାଡମାରିଥିଲେ। ମହିଳାମାନେ ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି।

ସୂଚନା ଯୋଗ୍ୟ, କିଛିଦିନ ପୂର୍ବରୁ RIT ର ସିଟି କାର୍ଯ୍ୟାଳୟରେ ମିଟିଂ ଚାଲୁଥିବା ବେଳେ କଲେଜ ପ୍ରିନ୍ସପାଲଙ୍କୁ କର୍ମଚାରୀମାନେ ବାଡେଇଥିଲେ।

Related story