ଲକ୍‌ଡାଉନ୍‌: ସକାଳ ୬ରୁ ୧୧ ଓ ସନ୍ଧ୍ୟା ୫ରୁ ୮ଟା ଯାଏଁ ଖୋଲିବ ଦୋକାନ

ରାଉରକେଲା(ପବନ ତିୱାରୀ): ଆଜି ଗୋଟିଏ ଦିନରେ ୪ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପର ହୋଇଛି ରାଉରକେଲା ମହାନଗର ନିଗମର। ସରକାରଙ୍କ ଗାଇଡ୍‌ଲାଇନ୍‌କୁ କଡାକଡ଼ି ଭାବେ ପାଳନ କରିବାକୁ ଅପିଲ୍‌ କରିଛି। ଲକ୍‌ଡାଉନ୍ ବେଳେ ଔଷଧ ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୫ଟାରୁ ୮ ଟା ପର୍ଯ୍ୟନ୍ତ ରାସନ ସାମଗ୍ରୀ, ପରିବା, ମାଛ, ମାଂସ, ଅଣ୍ଡା ଓ […]

corona.jpg111

corona.jpg111

Manoranjan Sial
  • Published: Friday, 03 April 2020
  • Updated: 03 April 2020, 09:15 PM IST

Sports

Latest News

ରାଉରକେଲା(ପବନ ତିୱାରୀ): ଆଜି ଗୋଟିଏ ଦିନରେ ୪ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପର ହୋଇଛି ରାଉରକେଲା ମହାନଗର ନିଗମର। ସରକାରଙ୍କ ଗାଇଡ୍‌ଲାଇନ୍‌କୁ କଡାକଡ଼ି ଭାବେ ପାଳନ କରିବାକୁ ଅପିଲ୍‌ କରିଛି। ଲକ୍‌ଡାଉନ୍ ବେଳେ ଔଷଧ ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୫ଟାରୁ ୮ ଟା ପର୍ଯ୍ୟନ୍ତ ରାସନ ସାମଗ୍ରୀ, ପରିବା, ମାଛ, ମାଂସ, ଅଣ୍ଡା ଓ ଔଷଧ ଦୋକାନ ଖୋଲା ରହିବ। ଏହି ସମୟକୁ ଛାଡ଼ି ଅନ୍ୟ ସମସ୍ତ ସମୟରେ ରାଉରକେଲା ସଂପୂର୍ଣ୍ଣ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ କୌଣସି ଯାନ ବାହନ ଚଲି ପାରିବ ନାହିଁ। ଯିଏ ଏହି ସମୟରେ ବାହାରକୁ ବାହାରିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜି ସଂଧ୍ୟାରେ ରାଉରକେଲା ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମଣୀ, ରାଉରକେଲା ମହାନଗର ନିଗମର କମିଶନର ଦୀବ୍ୟଜୋତି ପରିଡ଼ା ଓ ଅନ୍ୟ ବରିଷ୍ଠ ପ୍ରାଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ଆଜି ସନ୍ଧ୍ୟା ସୁଦ୍ଧା ‘କରୋନା’ରେ ୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଚିକିତ୍ସିତ ହୋଇ ୨ ଜଣ ଘରକୁ ଫେରିଯାଇଛନ୍ତି। ଏବେ ସୁଦ୍ଧାର ୭ ଜଣ ଆସୋଲେସନ୍‌ରେ ଚିକିତ୍ସିତ ହେଉଛନ୍ତି। ତେବେ ଆଜି ଗୋଟିଏ ଦିନରେ ୪ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାରଙ୍କ ଅକଲ ଗୁଡ଼ୁମ ହୋଇଯାଇଛି। ସେଥିପାଇଁ ରାଜ୍ୟ ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌କୁ ଶଟ୍‌ ଡାଉନ୍‌ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story