କନ୍ଧମାଳ ଲୋକସଭା ଉପ ନିର୍ବାଚନ ମାମଲା: ରୁଦ୍ରମାଧବ ରାୟଙ୍କ ଆବେଦନ ହାଇକୋର୍ଟରେ ଖାରଜ

କଟକ: କନ୍ଧମାଳ ଲୋକସଭା ଉପ-ନିର୍ବାଚନ ମାମଲାରେ ବିଜେପି ନେତା ରୁଦ୍ରମାଧବ ରାୟଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ନାଗରିକତ୍ୱକୁ ନେଇ ଏହି ମାମଲା ରୁଜୁ ହୋଇଥିଲା। ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରତ୍ୟୁଷା ରୁଦ୍ରମାଧବଙ୍କୁ ପରାସ୍ତ କରିଥିଲେ। ଏହା ପରେ ରୁଦ୍ରମାଧବ ପ୍ରତ୍ୟୁଷାଙ୍କ ଜାତୀୟତାକୁ ନେଇ ପ୍ରଶ୍ନ ଉଠାଇ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ଲାଗି ହାଇକୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ପ୍ରତ୍ୟୁଷାଙ୍କ ପକ୍ଷରୁ ମଧ୍ୟ ଏକ ମିସ୍ କେସ୍ କରାଯାଇଥିଲା।

highcourt

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 10:09 AM IST

Related story