ସମ୍ୱଲପୁର: ବିନା ଟିକେଟରେ ଯାତ୍ରା କରୁଥିବା ଯୁବତୀଙ୍କୁ ଟିଟିଇ ଟ୍ରେନରୁ ଠେଲି ଦେବା ଅଭିଯୋଗ

ସମ୍ୱଲପୁର: ସମ୍ୱଲପୁର ରୋଡ ଫ।ଟକ ରେଳ ଷ୍ଟେସନରେ ଜଣେ ଯୁବତୀ ଟ୍ରେନରୁ ପଡି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ବାମଗୋଡ ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଆହତ ଯୁବତୀଙ୍କ ନାଁ ରେଖା ନାୟକ ଓ ତାଙ୍କ ଘର ରେଙ୍ଗ।ଲିର ଗୌଡପଡା ଅଞ୍ଚଳରେ। ଆହତ ରେଖା ଓ ତାଙ୍କ  ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି ଯେ, ଜଣେ ମହିଳା ଟିଟିଇ ତାଙ୍କୁ ଟ୍ରେନରୁ ଠେଲି ଦେଇଛନ୍ତି। ଏନେଇ […]

sbl

sbl

Rakesh Mallick
  • Published: Monday, 10 August 2015
  • Updated: 10 August 2015, 12:32 PM IST

Sports

Latest News

ସମ୍ୱଲପୁର: ସମ୍ୱଲପୁର ରୋଡ ଫ।ଟକ ରେଳ ଷ୍ଟେସନରେ ଜଣେ ଯୁବତୀ ଟ୍ରେନରୁ ପଡି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ବାମଗୋଡ ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଆହତ ଯୁବତୀଙ୍କ ନାଁ ରେଖା ନାୟକ ଓ ତାଙ୍କ ଘର ରେଙ୍ଗ।ଲିର ଗୌଡପଡା ଅଞ୍ଚଳରେ। ଆହତ ରେଖା ଓ ତାଙ୍କ  ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି ଯେ, ଜଣେ ମହିଳା ଟିଟିଇ ତାଙ୍କୁ ଟ୍ରେନରୁ ଠେଲି ଦେଇଛନ୍ତି। ଏନେଇ ରେଖାଙ୍କ ପରିବାର ପକ୍ଷରୁ ଜିଆରିପି ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ରେଖା କହିଛନ୍ତି ଯେ, ସେ ତାଙ୍କ ଭାଉଜ ଏବଂ ଅନ୍ୟ କିଛି ସମ୍ପର୍କିୟଙ୍କ ସହ ସମଲେଶ୍ୱରୀ ଏକ୍ସପ୍ରେସରେ ରେଙ୍ଗ।ଲି ଷ୍ଟେସନରୁ ଚଢି ସମ୍ୱଲପୁରର ବୁଢାରଜା ଶିବ ମନ୍ଦିରକୁ ଯାଉଥିଲେ। ଏହି ସମୟରେ ଜଣେ ମହିଳା ଟିଟିଇ ସେମାନଙ୍କୁ ଟିକେଟ ଯାଞ୍ଚ ଲାଗି ମାଗିଥିଲେ। ସେମାନଙ୍କ ପାଖରେ ଟିକଟ ନ ଥିବାରୁ ଟିଟିଇ ଫ।ଇନ ମାଗିଥିଲେ। ତେବେ ସେମାନେ ଫ।ଇନ ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ପାଟିତୁଣ୍ଡ ହୋଇଥିଲା। ପରେ ଟିଟିଇ ସେମାନଙ୍କୁ କ୍ଷେତରାଜପୁର ରେଳ ଷ୍ଟେସନ ଅଫିସକୁ ଯିବାକୁ କହିଥିଲେ। ତେବେ ଦେବେ ଫ।ଟକ ଷ୍ଟେସନରେ ରେଳ ପହଞ୍ଚିବା ପରେ ସେମାନେ ଟ୍ରେନରୁ ଓହ୍ଲାଇବାକୁ ମନା କରିଥିଲେ। ଠେଲାଠେଲି ଭିତରେ ଅନ୍ୟମାନେ ଓହ୍ଲାଇ ପଡିଥିବା ବେଳେ ରେଖା ଟ୍ରେନରୁ ଖସିପଡିଥିଲେ। ତେବେ ମହିଳା ଟିଟିଇ ଓହ୍ଲାଇବା ସମୟରେ ଠେଲି ଦେବାରୁ ସେ ପଡିଗଲେ ବୋଲି ରେଖା ଅଭିଯୋଗ କରିଛନ୍ତି। ରେଳ ବିଭାଗ ଯୁବତୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ସହ ସମ୍ପୃକ୍ତ ଟିଟିଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାରବର୍ଗ।ଅଭିଯୋ ପାଇବା ପରେ ଡିଆରଏମ ଡିଭିଜନର ବାଣିଜ୍ୟିକ ଅଧିକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରିଛନ୍ତି। ସମ୍ପୃକ୍ତ ମହିଳା ଟିଟିଇଙ୍କୁ ମଧ୍ୟ ପଚରା ଉଚୁରା କରିଛନ୍ତି। ଯାଞ୍ଚ ପରେ ଅଭିଯୋଗର ସତ୍ୟାସତ୍ୟକୁ ଆଧାରରେ ପଦକ୍ଷେପ ନିଆଯିବ ବୋଲି ଡିଆରଏମ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story