ସହପାଠିନୀଙ୍କ ଅଶ୍ଳୀଳ ଫଟୋ ଅପଲୋଡ୍ କରି ଛାତ୍ର ଗିରଫ

କଟକ: ସହପାଠିନୀଙ୍କ ଅଶ୍ଳୀଳ ଫଟୋ ଫେସବୁକରେ ଅପଲୋଡ୍ କରିବା ଅଭିଯୋଗରେ କ୍ରାଇମ୍ ବ୍ରାଞ୍ଚ୍ ପୁଲିସ୍ ଶନିବାର ଜଣେ ପିଜି ଛାତ୍ରଙ୍କୁ ଗିରଫ କରିଛି। ତାଙ୍କୁ ପୁରୀରୁ ଗିରଫ କରାଯାଇଛି। କ୍ରାଇମ ବ୍ରାଞ୍ଚ ଏଡିଜି ବିଜୟ ଶର୍ମା ଏହି ସୂଚନା ଦେଇଛନ୍ତି।

odishasuchana

odishasuchana

Rakesh Mallick
  • Published: Saturday, 16 May 2015
  • Updated: 16 May 2015, 02:29 PM IST

Sports

Latest News

କଟକ: ସହପାଠିନୀଙ୍କ ଅଶ୍ଳୀଳ ଫଟୋ ଫେସବୁକରେ ଅପଲୋଡ୍ କରିବା ଅଭିଯୋଗରେ କ୍ରାଇମ୍ ବ୍ରାଞ୍ଚ୍ ପୁଲିସ୍ ଶନିବାର ଜଣେ ପିଜି ଛାତ୍ରଙ୍କୁ ଗିରଫ କରିଛି। ତାଙ୍କୁ ପୁରୀରୁ ଗିରଫ କରାଯାଇଛି। କ୍ରାଇମ ବ୍ରାଞ୍ଚ ଏଡିଜି ବିଜୟ ଶର୍ମା ଏହି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos