ଡକ୍ଟର ମଧୁସୂଦନ ପତି ପାଇବେ ଅତିବଡି ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ଡକ୍ଟର ମଧୁସୂଦନ ପତି ପାଇବେ ୨୦୧୫ର ସମ୍ମାନଜନକ ଅତିବଡି ଜଗନ୍ନାଥ ଦାସ ପୁରସ୍କାର। ଆଜି ଅନୁଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟକାରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିରେ ୨୦୧୧ ଓ ୨୦୧୨ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ୨୦୧୧ ପାଇଁ ଉପନ୍ୟାସରେ ସତ୍ୟପ୍ରିୟ ମହାଳିକ୍, କ୍ଷୁଦ୍ରଗଳ୍ପରେ ସାରଦା ପ୍ରସାଦ ମିଶ୍ର ଏବଂ କବିତା ପାଇଁ ପୀତାମ୍ୱର ତରାଇ ମନୋନୀତ ହୋଇଛନ୍ତି। ସେହିପରି ୨୦୧୨ ପାଇଁ […]

Odisha_Sahitya_Academy

Odisha_Sahitya_Academy

Rakesh Mallick
  • Published: Thursday, 10 September 2015
  • Updated: 10 September 2015, 02:17 PM IST

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ଡକ୍ଟର ମଧୁସୂଦନ ପତି ପାଇବେ ୨୦୧୫ର ସମ୍ମାନଜନକ ଅତିବଡି ଜଗନ୍ନାଥ ଦାସ ପୁରସ୍କାର। ଆଜି ଅନୁଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟକାରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିରେ ୨୦୧୧ ଓ ୨୦୧୨ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ୨୦୧୧ ପାଇଁ ଉପନ୍ୟାସରେ ସତ୍ୟପ୍ରିୟ ମହାଳିକ୍, କ୍ଷୁଦ୍ରଗଳ୍ପରେ ସାରଦା ପ୍ରସାଦ ମିଶ୍ର ଏବଂ କବିତା ପାଇଁ ପୀତାମ୍ୱର ତରାଇ ମନୋନୀତ ହୋଇଛନ୍ତି। ସେହିପରି ୨୦୧୨ ପାଇଁ ଉପନ୍ୟାସରେ ନବକିଶୋର ରାଜ, କ୍ଷୁଦ୍ରଗଳ୍ପରେ ଅଜୟ ସ୍ୱାଇଁ ଏବଂ କବିତା ପାଇଁ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ମନୋନୀତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story