ଧଳା ମାଟି ଆଣିବାକୁ ଯାଇଥିଲେ, ଅତଡ଼ା ଖସିଲା

ବାରିପଦା(ଓଡ଼ିଶା ରିପୋର୍ଟର): ପାହାଡ଼ରୁ ଧଳା ମାଟି ଆଣିବାକୁ ଯାଇଥିଲେ। ମାଟି ଖୋଳିବା ବେଳେ ହଠାତ ଅତଡ଼ା ଧସିଲା। ମାଟି ତଳେ ଚାପି ହୋଇଯାଇଗଲେ ଦୁଇ ଜଣ ମହିଳା। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଥାନା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଘଟିଛି। ଆଜି ଜଳଡ଼ିହି ଗାଁର କିଛି ମହିଳା ଧଳା ମାଟି ଆଣିବା ପାଇଁ ପାହାଡ଼କୁ ଯାଇଥିଲେ। ମାଟି ଖୋଳୁଥିବା ବେଳେ ହଠାତ ମାଟି ଅତଡା ଧସିଲା। ଭୟରେ ଅନ୍ୟ ମହିଳାମାନେ […]

sail collaps in baripada

sail collaps in baripada

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 10:23 PM IST

Sports

Latest News

ବାରିପଦା(ଓଡ଼ିଶା ରିପୋର୍ଟର): ପାହାଡ଼ରୁ ଧଳା ମାଟି ଆଣିବାକୁ ଯାଇଥିଲେ। ମାଟି ଖୋଳିବା ବେଳେ ହଠାତ ଅତଡ଼ା ଧସିଲା। ମାଟି ତଳେ ଚାପି ହୋଇଯାଇଗଲେ ଦୁଇ ଜଣ ମହିଳା। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଥାନା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଘଟିଛି।

ଆଜି ଜଳଡ଼ିହି ଗାଁର କିଛି ମହିଳା ଧଳା ମାଟି ଆଣିବା ପାଇଁ ପାହାଡ଼କୁ ଯାଇଥିଲେ। ମାଟି ଖୋଳୁଥିବା ବେଳେ ହଠାତ ମାଟି ଅତଡା ଧସିଲା। ଭୟରେ ଅନ୍ୟ ମହିଳାମାନେ ଦୌଡ଼ି ପଳାଇ ଯାଇଥିଲେ। ମାତ୍ର ଦୁଇ ଜଣ ମହିଳା ଯାଇ ନପାରି ମାଟି ତଳେ ଚାପି ଯାଇଥିଲେ। ପରେ ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story