୯ ସୁଦ୍ଧା ମିଳିବ ରାଜ୍ୟ କର୍ମଚାରୀଙ୍କୁ ଦରମା ଓ ପେନସନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ନିଜର କର୍ମଚାରୀମାନଙ୍କୁ ଦରମା ଓ ପେନସନ ଦେବା ପ୍ରକ୍ରିୟାକୁ ରାଜ୍ୟ ସରକାର ତ୍ୱରାନ୍ୱିତ କରିଛନ୍ତି। ଏପ୍ରିଲ ୯ତାରିଖ ସୁଦ୍ଧା କର୍ମଚାରୀମାନଙ୍କୁ ଦରମା ଓ ପେନସନ ନିଶ୍ଚିତ ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ଆଜି ଟ୍ରେଜେରୀ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା, ସ୍ୱତନ୍ତ୍ର ଓ ସବ-ଟ୍ରେଜେରୀର ଅଫିସରମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଆଜି ଓଡ଼ିଶା ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍ ଆଗତ ହୋଇସାରିଛି। ତେଣୁ […]

coro

coro

Manoranjan Sial
  • Published: Monday, 30 March 2020
  • Updated: 30 March 2020, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ନିଜର କର୍ମଚାରୀମାନଙ୍କୁ ଦରମା ଓ ପେନସନ ଦେବା ପ୍ରକ୍ରିୟାକୁ ରାଜ୍ୟ ସରକାର ତ୍ୱରାନ୍ୱିତ କରିଛନ୍ତି। ଏପ୍ରିଲ ୯ତାରିଖ ସୁଦ୍ଧା କର୍ମଚାରୀମାନଙ୍କୁ ଦରମା ଓ ପେନସନ ନିଶ୍ଚିତ ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ଆଜି ଟ୍ରେଜେରୀ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା, ସ୍ୱତନ୍ତ୍ର ଓ ସବ-ଟ୍ରେଜେରୀର ଅଫିସରମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

ଆଜି ଓଡ଼ିଶା ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍ ଆଗତ ହୋଇସାରିଛି। ତେଣୁ ୨୦୧୯ ଜୁଲାଇ ପହିଲାରୁ ବର୍ଦ୍ଧିତ ବକେୟା ମହଙ୍ଗା ଭତ୍ତା ସହ ମାର୍ଚ୍ଚ ମାସର ପେନସନ ଆସନ୍ତା ମାର୍ଚ୍ଚ ୩୧ତାରିଖ ମଧ୍ୟରାତ୍ରରେ ଆଇଏଫଏମଏସ୍ ମାଧ୍ୟମରେ ସମସ୍ତ ଟ୍ରେଜେରୀକୁ ପଠାଇ ଦିଆଯିବ।

ସେହିପରି କର୍ମଚାରୀମାନଙ୍କ ମାର୍ଚ୍ଚ ମାସର ଦରମାକୁ ଏଚଆରଏମଏସ୍ ମାଧ୍ୟମରେ ପ୍ରସ୍ତୁତ କରି ସେମାନଙ୍କ ଆକାଉଣ୍ଟକୁ ଏପ୍ରିଲ ୧ରୁ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ମାର୍ଚ୍ଚ ୨୬ରୁ ଇ-ମେଲ୍ ମାଧ୍ୟମରେ ଡିଡିଏମାନଙ୍କଠୁ ଆସିଥିବା ଦରମା ବିଲକୁ ମଞ୍ଜୁରୀ କରି ଏପ୍ରିଲ ୩ତାରିଖ ସୁଦ୍ଧା ଏହା ପ୍ରଦାନ ନିମନ୍ତେ କୁହାଯାଇଛି।

ଟ୍ରେଜେରୀଗୁଡ଼ିକରେ ସାମାଜିକ ଦୂରତ୍ୱ ଓ ସାନିଟାଇଜେସନକୁ ବଜାୟ ରଖି ସମସ୍ତ ପେନସନ ଓ ଦରମା ବିଲକୁ ନିଶ୍ଚିତ ଭାବେ ଏପ୍ରଇଲ ୯ତାରିଖ ସୁଦ୍ଧା ମଞ୍ଜୁର କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story