ଶେଷରେ ସାଲେପୁର ବିଧାୟକ କଂଗ୍ରେସ ଛାଡ଼ିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା।  ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ଛାଡ଼ିଛନ୍ତି ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଠାଇ ଦେଇଛନ୍ତି। ପ୍ରକାଶ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ, କଂଗ୍ରେସ ନେତୃତ୍ୱ ତାଙ୍କୁ ବାରମ୍ବାର ଅପମାନିତ କରିଛନ୍ତି। ତାଙ୍କୁ କଟକ ଜିଲ୍ଲା ସଭାପତି ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା। ତାଙ୍କ ଅଭିଯୋଗକୁ ପିସିସି ସଭାପତି ଶୁଣୁ ନଥିଲେ। […]

1

1

Jitendra Garnayak
  • Published: Saturday, 16 March 2019
  • Updated: 16 March 2019, 01:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା।  ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ଛାଡ଼ିଛନ୍ତି ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଠାଇ ଦେଇଛନ୍ତି।

ପ୍ରକାଶ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ, କଂଗ୍ରେସ ନେତୃତ୍ୱ ତାଙ୍କୁ ବାରମ୍ବାର ଅପମାନିତ କରିଛନ୍ତି। ତାଙ୍କୁ କଟକ ଜିଲ୍ଲା ସଭାପତି ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା। ତାଙ୍କ ଅଭିଯୋଗକୁ ପିସିସି ସଭାପତି ଶୁଣୁ ନଥିଲେ।

ସେ ଆହୁରି ଲେଖିଛନ୍ତି,“ମୁଁ ୨୦ ବର୍ଷ ଧରି କଂଗ୍ରେସ ପାଇଁ କାମ କରିଛି। କିନ୍ତୁ ଦଳ ମୋତେ ଅବହେଳା କଲା। ସେଥିପାଇଁ ଦୁଃଖର ସହିତ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି।”

ସେ ତାଙ୍କ ଇସ୍ତଫାପତ୍ରର ଏକ ନକଲ ପିସିସି ସଭାପତିଙ୍କ ନିକଟକୁ ମଧ୍ୟ ପଠାଇ ଦେଇଛନ୍ତି।

[caption id="attachment_353451" align="aligncenter" width="793"]letter ପ୍ରକାଶଙ୍କ ଇସ୍ତଫାପତ୍ର[/caption]

କଂଗ୍ରେସରୁ ଇସ୍ତଫା ଦେବା ପରେ ପ୍ରକାଶ କହିଛନ୍ତି, ଦଳରେ ବାରମ୍ବାର ଅପମାନିତ ହୋଇ ଆସୁଥିଲି। ପ୍ରାୟ ବର୍ଷେ ହେଲାଣି ଆଉ ଦଳୀୟ ଚିହ୍ନ ବ୍ୟବହାର କରୁ ନଥିଲି।

ପ୍ରକାଶ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ଏ ନେଇ ସେ କହିଛନ୍ତି,“ବନ୍ଧୁ, ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା କରିବା ପରେ କେଉଁ ଦଳକୁ ଯିବି, ସେ ନେଇ ନିଷ୍ପତ୍ତି ନେବି। ଦିନେ ଦୁଇ ଦିନ ଭିତରେ ଏନେଇ ନିଷ୍ପତ୍ତି ନେବି।”

ବହୁ ଦିନରୁ ଶୁଣାଯାଉଥିଲା ଯେ ପ୍ରକାଶ ବେହେରା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବେ। ତେବେ ଗତକାଲି ଖବର ଆସିଥିଲା ଯେ ସେ ବିଜେପିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗତକାଲିର ଖବର ଅନୁଯାୟୀ ସେ ଆଜି ନୂଆଦିଲ୍ଲୀରେ ବିଜେପିରେ ମିଶିବେ।

ପ୍ରକାଶଙ୍କ ପୂର୍ବରୁ ନବ ଦାସ କଂଗ୍ରେସ ଛାଡ଼ିଥିଲେ। ନବ ଝାରସୁଗୁଡ଼ା ବିଧାୟକ ଥିଲେ। କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲା। ସେ ବିଜେଡିରେ ସାମିଲ ହୋଇଛନ୍ତି। ସେହିପରି ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା। ଏହା ପରେ ସେ ଦଳରୁ ଇସ୍ତଫା ଦେଇ ବିଧାୟକ ପଦ ବି ଛାଡ଼ିଥିଲେ। ତା’ପରେ ସେ ବିଜେଡିରେ ମିଶି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story