ଦୁର୍ଘଟଣାରେ ହାସ୍ୟାଭିନେତା ସଲିଲ ମିତ୍ର ଗୁରୁତର ଆହତ

ଆନନ୍ଦପୁର (ମୁନା ସିଂହ): ସଡ଼କ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲିଲ ମିତ୍ର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆଜି ସେ କାର୍‌ରେ କରଞ୍ଜିଆରୁ ଭୁବନେଶ୍ୱର ଫେରୁଥିବା ବେଳେ  ଅପରାହ୍ଣ ପ୍ରାୟ ୨ଟା ବେଳେ ୨୦ ନମ୍ବର ଜାତୀୟ ରାଜପଥର ଘଟଗାଁ କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। କାର୍ ସାମ୍ନାକୁ […]

salil

salil

Jitendra Garnayak
  • Published: Sunday, 12 May 2019
  • Updated: 12 May 2019, 03:48 PM IST

Sports

Latest News

ଆନନ୍ଦପୁର (ମୁନା ସିଂହ): ସଡ଼କ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲିଲ ମିତ୍ର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

salilଆଜି ସେ କାର୍‌ରେ କରଞ୍ଜିଆରୁ ଭୁବନେଶ୍ୱର ଫେରୁଥିବା ବେଳେ  ଅପରାହ୍ଣ ପ୍ରାୟ ୨ଟା ବେଳେ ୨୦ ନମ୍ବର ଜାତୀୟ ରାଜପଥର ଘଟଗାଁ କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ।

cr3କାର୍ ସାମ୍ନାକୁ ହଠାତ୍ ଏକ ଗାଈ ପଳାଇ ଆସିବାରୁ ଏହି ଦୁର୍ଘଟଣା ଘଟିଥିଲା। ଗାଈକୁ ଦେଖି ଡ୍ରାଇଭର୍‌ ଜୋରରେ ବ୍ରେକ୍‌ ଦେବାରୁ କାର୍‌ଟି ଓଲଟି ପଡ଼ିଥିଲା।

car1କାର୍‌ରେ ତାଙ୍କ ସହିତ ଆଉ ତିନି ଜଣ ଥିଲେ। ସୌଭାଗ୍ୟବଶତଃ ସେମାନଙ୍କର କିଛି ହୋଇନାହିଁ।

ସୂଚନାଯୋଗ୍ୟ, ୨୦ ନମ୍ବର ଜାତୀୟ ରାଜପଥର ବରପଦା ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ବୋଲେରୋ ଟ୍ରକ୍‌ରେ ପିଟି ହୋଇଯିବାରୁ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ଗତକାଲି ସକାଳେ ଏହି ଜାତୀୟ ରାଜପଥରେ ବୋଲେରୋ ଧକ୍କାରେ ଜଣେ ପୁଲିସ୍ ଏଏସ୍‌ଆଇଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story