ସମାନ କାମକୁ ସମାନ ଦରମା ଦାବିରେ ଅଧ୍ୟାପକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଉଚ୍ଚ ଶିକ୍ଷାରୁ ବ୍ଲକଗ୍ରାଣ୍ଟ ଉଚ୍ଛେଦ ଓ ଚାକିରି ସର୍ତ୍ତାବଳୀ ସହ ସମାନ କାମକୁ ସମାନ ଦରମା ଦାବିରେ ୬୬୨ ବର୍ଗ କଲେଜ ସଂଘର ଅଧ୍ୟାପକ ଓ କର୍ମଚାରୀମାନେ ଆଜି ମାଷ୍ଟର କ୍ୟାଣ୍ଟିନ୍‌ରୁ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଆଗକୁ ଅଗ୍ରସର ହେଉଥିବା ବେଳେ ପୋଲିସ୍‌ ବିରୋଧ କରିଥିଲା। ଫଳରେ ଅଧ୍ୟାପକ ଓ ପୋଲିସ୍‌ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରାଜ୍ୟ ସରକାର ଅଧ୍ୟାପକଙ୍କ […]

lectes-of-odisha

Rakesh Mallick
  • Published: Tuesday, 06 December 2016
  • , Updated: 07 December 2016, 07:33 AM IST

ଭୁବନେଶ୍ୱର: ଉଚ୍ଚ ଶିକ୍ଷାରୁ ବ୍ଲକଗ୍ରାଣ୍ଟ ଉଚ୍ଛେଦ ଓ ଚାକିରି ସର୍ତ୍ତାବଳୀ ସହ ସମାନ କାମକୁ ସମାନ ଦରମା ଦାବିରେ ୬୬୨ ବର୍ଗ କଲେଜ ସଂଘର ଅଧ୍ୟାପକ ଓ କର୍ମଚାରୀମାନେ ଆଜି ମାଷ୍ଟର କ୍ୟାଣ୍ଟିନ୍‌ରୁ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଆଗକୁ ଅଗ୍ରସର ହେଉଥିବା ବେଳେ ପୋଲିସ୍‌ ବିରୋଧ କରିଥିଲା। ଫଳରେ ଅଧ୍ୟାପକ ଓ ପୋଲିସ୍‌ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ରାଜ୍ୟ ସରକାର ଅଧ୍ୟାପକଙ୍କ ଦାବି ପୂରଣ ନକଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ ଚେତାବନୀ ଦେଇଛି।

Related story