ବୁନ୍ଦି ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଲିପିଣ୍ଡା ପଞ୍ଚାୟତରେ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ସ୍କୁଲରେ ବୁନ୍ଦି ଖାଇ ୩୦ରୁ ଅଧିକ ପିଲା ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ସେମାନଙ୍କ ସମ୍ବଲପୁର ସଦର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଲିପିଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଆଜି ବିଭିନ୍ନ ସ୍କୁଲ୍‌ରେ ବୁନ୍ଦି ବଣ୍ଟା ଯାଇଥିଲା। ବୁନ୍ଦି ଖାଇବା ପରେ ପିଲାମାନଙ୍କର ଝାଡ଼ାବାନ୍ତି ହୋଇଥିଲେ।

sambalpur

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 07:58 PM IST

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଲିପିଣ୍ଡା ପଞ୍ଚାୟତରେ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ସ୍କୁଲରେ ବୁନ୍ଦି ଖାଇ ୩୦ରୁ ଅଧିକ ପିଲା ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ସେମାନଙ୍କ ସମ୍ବଲପୁର ସଦର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଲିପିଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଆଜି ବିଭିନ୍ନ ସ୍କୁଲ୍‌ରେ ବୁନ୍ଦି ବଣ୍ଟା ଯାଇଥିଲା। ବୁନ୍ଦି ଖାଇବା ପରେ ପିଲାମାନଙ୍କର ଝାଡ଼ାବାନ୍ତି ହୋଇଥିଲେ।

Related story