ସମ୍ବଲପୁରର ବିଭିନ୍ନ ସ୍ଥାନରେ ଧର୍ମେନ୍ଦ୍ରଙ୍କ ବ୍ୟଙ୍ଗ ପୋଷ୍ଟର

ସମ୍ବଲପୁର: ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟଙ୍ଗ ଚିତ୍ର ଥିବା ବେନାମୀ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ତାଙ୍କୁ ମହାନଦୀ ପ୍ରସଙ୍ଗରେ ସମାଲୋଚନା କରାଯାଇଛି। ଏଥିରେ ଲେଖାଯାଇଛି- “ଇୟେ ଆମ ନେତା, ଓଡ଼ିଶା ପାଇଁ ନାହିଁ ଏତେ ଟିକେ ଚିନ୍ତା, ସବୁବେଳେ ଖାଲି ନିଜ ସୁବିଧା, ନିଜ ସ୍ୱାର୍ଥ ଯୁଆଡ଼େ ବର୍ଷା ସିଆଡ଼କୁ ଛତା।” ଏଭଳି ପୋଷ୍ଟରକୁ ବିଜେପି ସମାଲୋଚନା କରିଛି। ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ […]

dharmendra

dharmendra

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 02:05 PM IST

Sports

Latest News

dharmendraସମ୍ବଲପୁର: ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟଙ୍ଗ ଚିତ୍ର ଥିବା ବେନାମୀ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ତାଙ୍କୁ ମହାନଦୀ ପ୍ରସଙ୍ଗରେ ସମାଲୋଚନା କରାଯାଇଛି। ଏଥିରେ ଲେଖାଯାଇଛି- “ଇୟେ ଆମ ନେତା, ଓଡ଼ିଶା ପାଇଁ ନାହିଁ ଏତେ ଟିକେ ଚିନ୍ତା, ସବୁବେଳେ ଖାଲି ନିଜ ସୁବିଧା, ନିଜ ସ୍ୱାର୍ଥ ଯୁଆଡ଼େ ବର୍ଷା ସିଆଡ଼କୁ ଛତା।”

ଏଭଳି ପୋଷ୍ଟରକୁ ବିଜେପି ସମାଲୋଚନା କରିଛି। ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଏ ନେଇ ଥାନାରେ ମାମଲା ରୁଜୁ କରାଯାଇଛି। ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ଥାନାରେ ଏତଲା ଦେଇଛନ୍ତି।

ବିଜେପିର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ କହିଛନ୍ତି,“ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଘଟଣା ସ୍ପୃହଣୀୟ ନୁହେଁ। ଏହି ପୋଷ୍ଟରରୁ ପ୍ରମାଣିତ ହେଉଛି ଯେ ରାଜନୈତିକ ଅସହିଷ୍ଣୁତା ବୃଦ୍ଧି ପାଇଛି। ରାଜନୀତିର ମାନ କେତେ ତଳକୁ ଖସିଛି। ନିୟମ ଅନୁଯାୟୀ ଯେକୌଣସି ପୋଷ୍ଟରରେ ମୁଦ୍ରକ ଓ ପ୍ରକାଶକଙ୍କ ନାଁ ରହିବା କଥା। କିନ୍ତୁ ଏକ୍ଷେତ୍ରରେ ସେଭଳି ହୋଇନାହିଁ। ତେଣୁ କେହି ବଦନାମ କରିବା ଉଦ୍ଦେଶ୍ୟରେ ହିଁ ଏହି ପୋଷ୍ଟର ଲଗାଇଛି। ଏ ନେଇ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନ ହେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story