ସ୍ୱାଧୀନତା ଦିବସ ଓ ନୂଆଁଖାଇ ଦିନ ସମ୍ବଲପୁରରେ ହେବନି ଶଟ୍‌ଡାଉନ

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ସମ୍ୱଲପୁର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ସ୍ୱାଧୀନତା ଦିବସ ଓ ନୂଆଁଖାଇ ଦିନ ସମ୍ବଲପୁରରେ ହେବନି ଶଟ୍‌ଡାଉନ। ଉଭୟ ପର୍ବ ପାଇଁ ୩ ଦିନ ଶଟ୍‌ଡାଉନ କଟକଣା ରହିବନି। ସ୍ୱାଧୀନତା ଦିବସ ଶନିବାର ପଡ଼ୁଥିଲେ ବି ହେବନି ଶଟ୍‌ଡାଉନ। ନୂଆଁଖାଇ ପାଇଁ ୨୨ ଓ ୨୩ରେ ମଧ୍ୟ ହେବନି ଶଟ୍‌ଡାଉନ। ୨୨ ଓ ୨୩ ତାରିଖ ବଦଳରେ ଅଗଷ୍ଟ ୧୬ ଓ ୧୭ ଶଟ୍‌ଡାଉନ୍‌ ରହିବ ପୂରା ସମ୍ବଲପୁର ଜିଲ୍ଲା। ଶଟଡାଉନ୍‌ ପରିବର୍ତ୍ତନ […]

nuakhai

nuakhai

Manoranjan Sial
  • Published: Tuesday, 11 August 2020
  • Updated: 11 August 2020, 04:22 PM IST

Sports

Latest News

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ସମ୍ୱଲପୁର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ସ୍ୱାଧୀନତା ଦିବସ ଓ ନୂଆଁଖାଇ ଦିନ ସମ୍ବଲପୁରରେ ହେବନି ଶଟ୍‌ଡାଉନ। ଉଭୟ ପର୍ବ ପାଇଁ ୩ ଦିନ ଶଟ୍‌ଡାଉନ କଟକଣା ରହିବନି। ସ୍ୱାଧୀନତା ଦିବସ ଶନିବାର ପଡ଼ୁଥିଲେ ବି ହେବନି ଶଟ୍‌ଡାଉନ। ନୂଆଁଖାଇ ପାଇଁ ୨୨ ଓ ୨୩ରେ ମଧ୍ୟ ହେବନି ଶଟ୍‌ଡାଉନ। ୨୨ ଓ ୨୩ ତାରିଖ ବଦଳରେ ଅଗଷ୍ଟ ୧୬ ଓ ୧୭ ଶଟ୍‌ଡାଉନ୍‌ ରହିବ ପୂରା ସମ୍ବଲପୁର ଜିଲ୍ଲା। ଶଟଡାଉନ୍‌ ପରିବର୍ତ୍ତନ ନେଇ ସମ୍ବଲପୁର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତବର୍ଷ ଶନିବାର ସ୍ୱାଧୀନତା ଦିବସ ଓ ରବିବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପଡୁଛି। ଏହି ଦୁଇ ଦିନକୁ ରାଜ୍ୟ ସରକାର ସାପ୍ତାହାନ୍ତ ଶଟ୍‌ଡାଉନ୍‌ କରିଥିବା ନୂଆଁଖାଇ ପର୍ବ ପାଳନକୁ ନାନା ସମସ୍ୟା ଉପୁଜିଥିଲା। ଯାହାକୁ ନେଇ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନଜରରେ ରଖି ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିଥିଲେ। ନୂଆଁଖାଇ ପାଳନ ପାଇଁ ଅନୁମତି ଦେବାକୁ ଦୁଇ ନେତା ଅନୁମତି ମାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story