ସମ୍ୱଲପୁରରେ ଜମି ଦୁର୍ନୀତି

ସମ୍ୱଲପୁର:ସମ୍ୱଲପୁରରେ ପୁଣି ଏକ ଜମି ଦୁର୍ନୀତି ଅଭିଯୋଗ। ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଜମିକୁ ସେମାନଙ୍କ ଅଜାଣତରେ ସହରର ଜଣେ ବିଲଡର ହଡପ୍ କରିଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଖୁବ ଶିଘ୍ର ଘଟଣାର ସରଜମିନ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀ କହିଛନ୍ତି। ଅନ୍ୟ ପକ୍ଷରେ ସଂପୃକ୍ତ ବିଲଡର କହିଛନ୍ତି ଯେ, ସେ କୌଣସି ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କଠାରୁ ନୁହେଁ, ସାଧାରଣ ବର୍ଗର ଲୋକଠାରୁ ସେହି ଜମି […]

sambalpur

sambalpur

Rakesh Mallick
  • Published: Wednesday, 13 May 2015
  • Updated: 13 May 2015, 01:22 PM IST

Sports

Latest News

ସମ୍ୱଲପୁର:ସମ୍ୱଲପୁରରେ ପୁଣି ଏକ ଜମି ଦୁର୍ନୀତି ଅଭିଯୋଗ। ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଜମିକୁ ସେମାନଙ୍କ ଅଜାଣତରେ ସହରର ଜଣେ ବିଲଡର ହଡପ୍ କରିଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଖୁବ ଶିଘ୍ର ଘଟଣାର ସରଜମିନ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀ କହିଛନ୍ତି। ଅନ୍ୟ ପକ୍ଷରେ ସଂପୃକ୍ତ ବିଲଡର କହିଛନ୍ତି ଯେ, ସେ କୌଣସି ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କଠାରୁ ନୁହେଁ, ସାଧାରଣ ବର୍ଗର ଲୋକଠାରୁ ସେହି ଜମି କିଣିଛନ୍ତି। ତାଙ୍କ ପାଖରେ ଏ ସଂକ୍ରାନ୍ତୀୟ ସମସ୍ତ କାଗଜ ପତ୍ର ଅଛି। ଏଥିରେ କୌଣସି ବେନିୟମ କାମ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story