ସମ୍ବଲପୁର: ତହସିଲଦାରଙ୍କୁ ଦାବିପତ୍ର ଦେଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ

ସମ୍ୱଲପୁର: ଚିଟଫଣ୍ଡ ସଂସ୍ଥାଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲସ୍ତରରେ ଚିହ୍ନଟ କରିବା, ସଂସ୍ଥାଗୁଡକର ସମ୍ପତ୍ତି ସିଜ କରି ବିକ୍ରି ଲବ୍ଧ ଟଙ୍କା କ୍ଷତିଗ୍ରସ୍ତମାନଙ୍କ ମଧ୍ୟରେ ବଣ୍ଟନ ସହ ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ୱଲପୁର କ୍ଷତିଗ୍ରସ୍ତ ଚିଟଫଫଣ୍ଡ ଜମାକାରୀମାନେ ଦାବି କରିଛନ୍ତି । ଏ ନେଇ ଆଜି ସମ୍ୱଲପୁରଠାରେ ଜିଲ୍ଲାର କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀମାନେ ଏକଜୁଟ ହୋଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ପରେ ଜମାକାରୀମାନେ ସଦର ତହସିଲ ଅଫିସ […]

jama kari

jama kari

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 11:49 AM IST

Sports

Latest News

ସମ୍ୱଲପୁର: ଚିଟଫଣ୍ଡ ସଂସ୍ଥାଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲସ୍ତରରେ ଚିହ୍ନଟ କରିବା, ସଂସ୍ଥାଗୁଡକର ସମ୍ପତ୍ତି ସିଜ କରି ବିକ୍ରି ଲବ୍ଧ ଟଙ୍କା କ୍ଷତିଗ୍ରସ୍ତମାନଙ୍କ ମଧ୍ୟରେ ବଣ୍ଟନ ସହ ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ୱଲପୁର କ୍ଷତିଗ୍ରସ୍ତ ଚିଟଫଫଣ୍ଡ ଜମାକାରୀମାନେ ଦାବି କରିଛନ୍ତି । ଏ ନେଇ ଆଜି ସମ୍ୱଲପୁରଠାରେ ଜିଲ୍ଲାର କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀମାନେ ଏକଜୁଟ ହୋଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ପରେ ଜମାକାରୀମାନେ ସଦର ତହସିଲ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେପରି ତହସିଲଦାର ଓ ଆରଆଇମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଚିହ୍ନଟ ହେବା ଭଳି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଉ ବୋଲି ଆମ ଓଡ଼ିଶା ଅଧ୍ୟକ୍ଷ ପଟ୍ଟନାୟକ କହିଛନ୍ତି । ଏହାସହ ଗରିବ ଲୋକଙ୍କ ଟଙ୍କାକୁ ସଂସ୍ଥାମାନେ କେଉଁଠି ବିନିଯୋଗ କରିଛନ୍ତି ତାହାର ତଦନ୍ତ କରାଯିବା ସହ ଉକ୍ତ ସମ୍ପତ୍ତିକୁ ବିକ୍ରି କରି ଲବ୍ଧ ଅର୍ଥ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରାଯାଉ ବୋଲି ସେ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story