ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆଉ ସପ୍ତାହେ ବନ୍ଦ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆଉ ସପ୍ତାହେ ବନ୍ଦ ରହିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟର କୁଳପତି ଏହି ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶ ପ୍ରକାରେ ଜୁଲାଇ ୨୦ ତାରିଖ ଯାଏ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ।

sambalpur

Jitendra Garnayak
  • Published: Monday, 13 July 2020
  • , Updated: 13 July 2020, 01:43 PM IST

Related story