ନିଶା କାରବାରରେ ମାହିର ଭିନ୍ନକ୍ଷମ ଯୁବକ, ଜାଣନ୍ତୁ, କିପରି ଚଳାଇଥିଲେ ବେପାର

ସମ୍ବଲପୁର(ଓଡ଼ିଶା ରିପୋର୍ଟର):  ନିଜେ ପାଦ ପକାଇ ଚାଲିବାକୁ ବଳ ନାହିଁ । ଗୋଡ଼ ୨ଟି ଅକାମୀ । ସବୁବେଳେ ୨ ସହଯୋଗୀ ଦରକାର। ହେଲେ ନିଶା କାରବାରରେ ପାରଙ୍ଗମ ଏହି ଭିନ୍ନକ୍ଷମ ଯୁବକ । ପ୍ରାୟ ୯ ବର୍ଷ ହେଲା ରାଜ୍ୟ ବାହାରେ ଚଳାଇଛନ୍ତି ଗଞ୍ଜେଇ କାରବାର। କିନ୍ତୁ ନିଜ ଜିଲ୍ଲା ତଥା ଆଖପାଖ ଜିଲ୍ଲାରେ ପୂରା କ୍ଲିନ୍‌ ଇମେଜ । କାହାର ସନ୍ଦେହ କରିବାର ଅବକାଶ ନାହିଁ। ଏପରି ଭାବେ ବେଶ୍‌ ସମ୍ପତ୍ତି ଠୁଳ କରିଥିବା […]

arrest

arrest

Niharika Rout
  • Published: Tuesday, 26 April 2022
  • Updated: 26 April 2022, 01:46 PM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର):  ନିଜେ ପାଦ ପକାଇ ଚାଲିବାକୁ ବଳ ନାହିଁ । ଗୋଡ଼ ୨ଟି ଅକାମୀ । ସବୁବେଳେ ୨ ସହଯୋଗୀ ଦରକାର। ହେଲେ ନିଶା କାରବାରରେ ପାରଙ୍ଗମ ଏହି ଭିନ୍ନକ୍ଷମ ଯୁବକ । ପ୍ରାୟ ୯ ବର୍ଷ ହେଲା ରାଜ୍ୟ ବାହାରେ ଚଳାଇଛନ୍ତି ଗଞ୍ଜେଇ କାରବାର। କିନ୍ତୁ ନିଜ ଜିଲ୍ଲା ତଥା ଆଖପାଖ ଜିଲ୍ଲାରେ ପୂରା କ୍ଲିନ୍‌ ଇମେଜ । କାହାର ସନ୍ଦେହ କରିବାର ଅବକାଶ ନାହିଁ। ଏପରି ଭାବେ ବେଶ୍‌ ସମ୍ପତ୍ତି ଠୁଳ କରିଥିବା ନିଶା କାରବାରର ମାଷ୍ଟର ମାଇଣ୍ଡ  ଭିନ୍ନକ୍ଷମ ଯୁବକ ସୁଶାନ୍ତ କୁମାର ଲେଙ୍କାଙ୍କୁ ବାନ୍ଧିଛି ସମ୍ବଲପୁର ପୁଲିସ୍‌। ଏଥିସହ ତାଙ୍କ ଗ୍ୟାଙ୍ଗର ଆଉ ୬ ଜଣ ବି ବନ୍ଧା ହୋଇଛନ୍ତି।

କିଛି ଦିନ ପୂର୍ବେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ ଘଟଣାର ଖୋଳତାଡ଼ କରୁ କରୁ ସୁଶାନ୍ତ ଏହାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଲା। ଏହାପରେ ପୁଲିସ୍‌ ତଦନ୍ତ କରି ସୁଶାନ୍ତଙ୍କ ସମେତ ତାଙ୍କ ଗ୍ୟାଙ୍ଗର ସମୁଦାୟ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୩ଟି କାର, ନଗଦ ଟଙ୍କା ଓ ୭ଟି ମୋବାଇଲ୍ ମଧ୍ୟ ଜବତ ହୋଇଛି।

ଏନେଇ ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ଦେଇଥିବା ସୂଚନା ଅନୁଯାୟୀ, ସୁଶାନ୍ତଙ୍କ ଘର ସମ୍ବଲପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ଜଣେ ଭିନ୍ନକ୍ଷମ ଯୁବକ । ପ୍ରାୟ ୮ ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ତାଙ୍କ ୨ ଗୋଡ଼ ଅକାମୀ ହୋଇ ପଡ଼ିଛି। ତେଣୁ ସେ ଚଲାବୁଲା କରିପାରନ୍ତି ନାହିଁ। ଏଥିନିମନ୍ତେ ତାଙ୍କୁ ୨ ଜଣଙ୍କ ସାହାଯ୍ୟ ନେବାକୁ ପଡ଼େ।  ହେଲେ ସେ ପ୍ରାୟ ୭, ୮  ବର୍ଷ ହେଲା ରାଜ୍ୟ ବାହାରେ ଗଞ୍ଜେଇ କାରବାର ଚଳାଇ ଆସିଛନ୍ତି।

କିଛି ଦିନ ପୂର୍ବେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ ହେବାରେ ଖୋଳତାଡ଼ କରୁ କରୁ ସୁଶାନ୍ତ ଏହାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଲା। ସେ ସ୍ଥାନୀୟ ଅଞ୍ଚଳରେ ଗଞ୍ଜେଇ ବେପାର ନ କରି ମୁଖ୍ୟତଃ ୟୁପି, ଏମପି ମହାରାଷ୍ଟ୍ର, ଝାଡଖଣ୍ଡକୁ ଗଞ୍ଜେଇ ସପ୍ଲାଏ କରନ୍ତି। ତେଣୁ ତାଙ୍କ ନାଁରେ ଲୋକାଲ ଥାନାରେ ଗୋଟିଏ ବି କେସ୍‌ ନ ଥିବା ବେଳେ ତାଙ୍କ ଉପରେ କେହି ସନ୍ଦେହ କରିବାର କିଛି ସୁଯୋଗ ବି ନ ଥିଲା। ଏହାର ସୁଯୋଗ ନେଇ ସେ ବେଶ୍‌ ସମ୍ପତ୍ତି ଠୁଳ କରିପାରିଛନ୍ତି । ଗିରଫ ମାଫିଆଙ୍କ ଆନ୍ତଃରାଜ୍ୟ ଲିଙ୍କ ରହିଛି ଓ ଦୀର୍ଘଦିନ ଧରି ସେମାନେ କାରବାର କରୁଥିଲେ ବୋଲି ଏସ୍‌ପି  କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story