ପୁସିଂ କାର୍ଡ ଛପାଇବାକୁ ଯାଇ ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ପୁସିଂ କାର୍ଡ ଛପାଇବାକୁ ଯାଇ ଗତକାଲିଠୁ ଆଉ ଘରକୁ ଫେରି ନାହାନ୍ତି ଜଣେ ସମିତି ସଭ୍ୟ ପ୍ରାର୍ଥୀ। ନିର୍ବାଚନ ପାଖେଇ ଆସୁଥିବା ବେଳେ ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଦେଖିବାକୁ ମିଳିଛି। ନିଖୋଜ ପ୍ରାର୍ଥୀ ଜଣଙ୍କ ହେଲେ ନୂଆଗାଁ ପଞ୍ଚାୟତର ସୁବ୍ରତ ବେହେରା। ପୁସିଂ କାର୍ଡ ଛପାଇବାକୁ ସୁବ୍ରତ  ଗତକାଲି ଦ୍ୱିପ୍ରହରରେ ଏକୁଟିଆ ଘରୁ ବାହାରି ଯାଇଥିଲେ। ପ୍ରାୟ ୨ ଘଣ୍ଟା ପରେ ପରିବାର ଲୋକେ ଫୋନ୍‌ କରିବାରୁ ସୁବ୍ରତଙ୍କ ମୋବାଇଲ୍‌ […]

absconded

absconded

Niharika Rout
  • Published: Thursday, 03 February 2022
  • Updated: 03 February 2022, 01:05 PM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ପୁସିଂ କାର୍ଡ ଛପାଇବାକୁ ଯାଇ ଗତକାଲିଠୁ ଆଉ ଘରକୁ ଫେରି ନାହାନ୍ତି ଜଣେ ସମିତି ସଭ୍ୟ ପ୍ରାର୍ଥୀ। ନିର୍ବାଚନ ପାଖେଇ ଆସୁଥିବା ବେଳେ ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଦେଖିବାକୁ ମିଳିଛି। ନିଖୋଜ ପ୍ରାର୍ଥୀ ଜଣଙ୍କ ହେଲେ ନୂଆଗାଁ ପଞ୍ଚାୟତର ସୁବ୍ରତ ବେହେରା।

ପୁସିଂ କାର୍ଡ ଛପାଇବାକୁ ସୁବ୍ରତ  ଗତକାଲି ଦ୍ୱିପ୍ରହରରେ ଏକୁଟିଆ ଘରୁ ବାହାରି ଯାଇଥିଲେ। ପ୍ରାୟ ୨ ଘଣ୍ଟା ପରେ ପରିବାର ଲୋକେ ଫୋନ୍‌ କରିବାରୁ ସୁବ୍ରତଙ୍କ ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ଥିବା ଜଣା ପଡ଼ିଥିଲା। ସୁବ୍ରତ ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକେ କଣ୍ଟାବଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି। ତେବେ ଝାଡ଼ବନ୍ଧ ନିକଟରୁ ସୁବ୍ରତଙ୍କ ବାଇକ୍‌ ଓ ଚପଲ ମିଳିଥିବା ବେଳେ ତାଙ୍କ ପତ୍ତା ମିଳିପାରିନି।

ନିର୍ବାଚନ ପାଖେଇ ଆସୁଥିବା ବେଳେ ହଠାତ୍‌ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଗାଏବ ହେବା ଘଟଣାକୁ ହଜମ କରିପାରୁ ନାହାନ୍ତି ସ୍ଥାନୀୟ ଲୋକ। ସତରେ ସୁବତ୍ରଙ୍କୁ କିଏ ଅପହରଣ କରିଛି ନା ଅପହରଣର ନାଟକ ରଚାଯାଇଛି, ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story