ପୁରୀରେ ଶାମୁକା ପ୍ରକଳ୍ପର ଗତି କୁଆଡ଼େ ?

ପୁରୀ(ଓଡ଼ିଶା ରିପୋର୍ଟର) ପୁରୀରେ ପର୍ଯ୍ୟଟନର ବଡ଼ ସମ୍ଭାବନା ମନେ କରାଯାଉଥିବା ବହୁ ପ୍ରତିକ୍ଷୀତ ଶାମୁକା ପ୍ରକଳ୍ପର ଗତି କୁଆଡ଼େ ? ଏହା ହେଲେ ପୁରୀ ବାସିନ୍ଦାଙ୍କ ଅର୍ଥନୈତିକ ବିକାଶ ହେବା ନେଇ ରାଜ୍ୟ ସରକାର ଯେଉଁ ସ୍ୱପ୍ନ ଦେଖାଇଛନ୍ତି ତାହା କେତେ ସତ ହେବ ? ତାକୁ ନେଇ ଉଠିଛି ପ୍ରଶ୍ନ ଏଣେ ୧୦ବର୍ଷ ପରେ ବି ପ୍ରାୟ ସାଢ଼େ ୩ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ସ୍ଥଳରେ କେବଳ ପାଚେରି ନିର୍ମାଣକୁ […]

6bn

6bn

Tapas Behera
  • Published: Wednesday, 19 August 2020
  • Updated: 19 August 2020, 08:16 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର) ପୁରୀରେ ପର୍ଯ୍ୟଟନର ବଡ଼ ସମ୍ଭାବନା ମନେ କରାଯାଉଥିବା ବହୁ ପ୍ରତିକ୍ଷୀତ ଶାମୁକା ପ୍ରକଳ୍ପର ଗତି କୁଆଡ଼େ ? ଏହା ହେଲେ ପୁରୀ ବାସିନ୍ଦାଙ୍କ ଅର୍ଥନୈତିକ ବିକାଶ ହେବା ନେଇ ରାଜ୍ୟ ସରକାର ଯେଉଁ ସ୍ୱପ୍ନ ଦେଖାଇଛନ୍ତି ତାହା କେତେ ସତ ହେବ ? ତାକୁ ନେଇ ଉଠିଛି ପ୍ରଶ୍ନ ଏଣେ ୧୦ବର୍ଷ ପରେ ବି ପ୍ରାୟ ସାଢ଼େ ୩ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ସ୍ଥଳରେ କେବଳ ପାଚେରି ନିର୍ମାଣକୁ ଛାଡ଼ିଦେଲେ ମାଟି ଗାଣ୍ଡୁଏ ବି ପଡ଼ିନଥିବାବେଳେ ତେଜିଲାଣି ରାଜନୈତିକ ବୟାନବାଜି।

ପୁରୀକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେବାକୁ ନିଷ୍ପତ୍ତି ନେଇ ରାଜ୍ୟ ଟୁରିଜିମ୍ ବିଭାଗ ପୁରୀ ସିପସରୁବାଲି ମୌଜାରେ ପ୍ରାୟ ୯୭୨ ଏକର ଜମିରେ ଯେଉଁ ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ ରଖିଛନ୍ତି, ୧୦ବର୍ଷ ପରେ ବି ଗ୍ରାଉଣ୍ଡ ଜିରୋରରେ ସ୍ଥିତି ଯଥା ପୂର୍ବଂ ତଥା ପରଂ ରହିଛି।

ପାଖାପାଖି ୩୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୪ରୁ ୫ଟି ଷ୍ଚାର ହୋଟେଲ୍, ରିଜର୍ଟ, ସ୍ପା, ପାର୍କ, ମ୍ୟୁଜିୟମ ସହ ହସ୍ତଶିଳ୍ପ ସାମଗ୍ରୀ ହାଟ ସ୍ଥାନରେ ମାଟି ଗାଣ୍ଡୁଆଏ ବି ପଡ଼ିନି । କେବଳ ଯାହା ପାଚେରି ଘେରା ଓ ରାସ୍ତା ନିର୍ମାଣରେ ସୀମିତ ରହିଛି କାମ । ତେଣୁ ପର୍ଯ୍ୟଟନର ବିକାଶ ନେଇ ଯେଉଁ ସମ୍ଭାବନା ଦେଖାଯାଉଥିଲା ସେ ପଦ୍ମ ଯେମିତି ଧିରେ ଧିରେ ଘୁଞ୍ଚି ଯାଉଥିବା ଅନୁଭବ ହେଉଛି।

ଆଶ୍ଚର୍ଯ୍ୟର କଥା ହେଲା ଏ ବିଶାଳ ପ୍ରକଳ୍ପ ସଂପର୍କରେ କୌଣସି ତଥ୍ୟ ଭିତ୍ତିକ ସୂଚନା ନାହିଁ । ସ୍ଥାନୀୟ ବିଧାୟକଙ୍କ ପାଖରେ। ସେ କହିଛନ୍ତି ୧୦ବର୍ଷ ତଳର ଏ ପ୍ରକଳ୍ପକୁ ସେ ବିରୋଧ କରନ୍ତିନି, କିନ୍ତୁ ଏଥିରୁ କି ପ୍ରକାର ଫାଇଦା ମିଳିଲା ? ଉଭୟ ରାଜ୍ୟବାସୀ ଓ ପୁରୀ ବାସିନ୍ଦାଙ୍କ ଅବଗତି ଲାଗି ରାଜ୍ୟ ସରକାର ବିଧାନସଭାରେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିବା ଉଚିତ୍ । ସେପଟେ ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି କହିଛନ୍ତି, ଶାମୁକା ପ୍ରକଳ୍ପରେ ବିଳମ୍ବ ହୋଇଥିଲେ ବି ଏହା ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷୀତ ଯୋଜନା । ଯାହା କାର୍ଯ୍ୟକାରୀ ହେଲେ କେବଳ ପୁରୀରେ ପର୍ଯ୍ୟଟନ ନୁହେଁ ସ୍ଥାନୀୟ ବାସିନ୍ଦାଙ୍କ ଅର୍ଥନୈତିକ ସ୍ଥିତିର ମଧ୍ୟ ବିକାଶ ହେବ। ଏବେ ଅପେକ୍ଷା, ଦୀର୍ଘ ପ୍ରତିକ୍ଷୀତ ଶାମୁକା ପ୍ରକଳ୍ପ ପୁରୀର ଭାଗ୍ୟକୁ କେବେ ଓ କିଭଳି ଉଜ୍ୱଳ କରୁଛି ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story