ଅନ୍ତର୍ଜାତୀୟ ମହିଳା ଦିବସରେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା

ପୁରୀ (ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ମାଧ୍ୟମରେ ବିଶ୍ୱର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨୦ ଟନ୍‌ ବାଲିରେ ୧୨ଫୁଟ୍‌ ଉଚ୍ଚତାର ଏହି ବାଲୁକା କଳାରେ ନାରୀର ଭିନ୍ନ ରୂପ ଦେଖାଇଛନ୍ତି ଶିଳ୍ପୀ ମାନସ ସାହୁ। ସେ ତାଙ୍କ ବାଲୁକା କଳା ମାଧ୍ୟମ ଅତି ନିଖୁଣ ଭାବେ ଦେଖାଇଛନ୍ତି ଯେ, ଆଜିର ମହିଳା ଅବଳା କି ଦୁର୍ବଳା ନୁହେଁ। ସେ […]

sandart

sandart

Jitendra Garnayak
  • Published: Friday, 08 March 2019
  • Updated: 08 March 2019, 10:07 AM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ମାଧ୍ୟମରେ ବିଶ୍ୱର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୨୦ ଟନ୍‌ ବାଲିରେ ୧୨ଫୁଟ୍‌ ଉଚ୍ଚତାର ଏହି ବାଲୁକା କଳାରେ ନାରୀର ଭିନ୍ନ ରୂପ ଦେଖାଇଛନ୍ତି ଶିଳ୍ପୀ ମାନସ ସାହୁ।

ସେ ତାଙ୍କ ବାଲୁକା କଳା ମାଧ୍ୟମ ଅତି ନିଖୁଣ ଭାବେ ଦେଖାଇଛନ୍ତି ଯେ, ଆଜିର ମହିଳା ଅବଳା କି ଦୁର୍ବଳା ନୁହେଁ। ସେ ସାହସୀ ଓ ପରାକ୍ରମୀ। ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ନାରୀ ନିଜକୁ ସଫଳ ଭାବେ ପ୍ରତିଷ୍ଠିତ କରିପାରିଛି। ଦେଶର ସୁରକ୍ଷା ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ସେ ପୁରୁଷଙ୍କ ସହ ସମକକ୍ଷ ହୋଇ ପାରିଛି।

ଏହା ସହିତ ସେ ମହିଳାମାନଙ୍କୁ ସ୍ୱାଧୀନତା ଦେବାକୁ ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି।

ତାଙ୍କ ଦ୍ୱାରା ତିଆରି ହୋଇଥିବା ଏହି ବାଲୁକା କଳାକୁ ଗିନିଜ୍‌ ବୁକ୍ ଅଫ ୱାର୍ଲଡ୍‌ ରେକର୍ଡର ଅଧିକାରିଣୀ ଜ୍ୟୋତ୍ସ୍ନା ମିଶ୍ର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ପୁରୁଣା ଯୁଗ ସରିଯାଇଛି। ବର୍ତ୍ତମାନ ଯୁଗରେ ନାରୀ ମାନେ ପ୍ରତ୍ୟେକ ସମସ୍ୟାକୁ ଦମ୍ଭର ସହ ସାମ୍ନା କରିବା ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story