ଜାଲରେ ପଡ଼ିଲା ସାଙ୍କୁଚ ମାଛ, ଓଜନ ୨ କୁଇଣ୍ଟାଲ୍

ନିଆଳି( ବିନୟ ମିଶ୍ର ): କଟକ ଜିଲ୍ଲା ନିଆଳିରୁ ପ୍ରାୟ ୨ କୁଇଣ୍ଟାଲ୍ ଓଜନର ସାଙ୍କୁଚ ମାଛ ଉଦ୍ଧାର କରାଯାଇଛି।  ନିଆଳି ବିଳାଶୁଣି କନ୍ଦଳ ନଦୀର ବାଲିକୁଦ ଘାଟରେ କିଛି ବ୍ୟକ୍ତି ଆଜି ସକାଳେ ମାଛ ଧରୁଥିବାବେଳେ ଜାଲରେ ଲାଗିଥିଲା ଏହି ବଡ ସାଙ୍କୁଚ ମାଛ ।  ମତ୍ସ୍ୟଜୀବୀଙ୍କ ଜାଲରେ ଏତେ ବଡ ସାଙ୍କୁଚ ଧରାପଡିବା ବିରଳ ବୋଲି କୁହାଯାଉଛି । ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ସାଙ୍କୁଚକୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଖବର […]

sankucha

sankucha

Niharika Rout
  • Published: Friday, 13 December 2019
  • Updated: 13 December 2019, 11:25 AM IST

Sports

Latest News

ନିଆଳି( ବିନୟ ମିଶ୍ର ): କଟକ ଜିଲ୍ଲା ନିଆଳିରୁ ପ୍ରାୟ ୨ କୁଇଣ୍ଟାଲ୍ ଓଜନର ସାଙ୍କୁଚ ମାଛ ଉଦ୍ଧାର କରାଯାଇଛି।  ନିଆଳି ବିଳାଶୁଣି କନ୍ଦଳ ନଦୀର ବାଲିକୁଦ ଘାଟରେ କିଛି ବ୍ୟକ୍ତି ଆଜି ସକାଳେ ମାଛ ଧରୁଥିବାବେଳେ ଜାଲରେ ଲାଗିଥିଲା ଏହି ବଡ ସାଙ୍କୁଚ ମାଛ ।  ମତ୍ସ୍ୟଜୀବୀଙ୍କ ଜାଲରେ ଏତେ ବଡ ସାଙ୍କୁଚ ଧରାପଡିବା ବିରଳ ବୋଲି କୁହାଯାଉଛି । ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି।

ସାଙ୍କୁଚକୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଖବର ଦିଆଯାଇଛି।  ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚିବା ପରେ ମାଛଟିକୁ ପାଣିରେ ଛଡ଼ାଯିବ ନା ଅନ୍ୟ କିଛି ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos