ସଂସଦର କ୍ୟାଣ୍ଟିନରେ ସାଂସଦଙ୍କୁ ମିଳୁଥିବା ଖାଦ୍ୟ ଉପରେ ରିହାତି ଉଚ୍ଛେଦ ପାଇଁ ବୈଜୟନ୍ତଙ୍କ ପ୍ରସ୍ତାବ

ଭୁବନେଶ୍ୱର: ସଂସଦର କ୍ୟାଣ୍ଟିନରେ ସାଂସଦମାନଙ୍କୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଖାଦ୍ୟ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏନେଇ ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ସେ ଦର୍ଶାଇଛନ୍ତି ଯେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଲୋକେ ସ୍ୱତଃସ୍ଫୃତ ଭାବେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଉପରେ ମିଳୁଥିବା ରିହାତିକୁ ଗ୍ରହଣ ନକରିବା ଲାଗି ସରକାର ଅନୁରୋଧ କରୁଛନ୍ତି। ସେହି ଆଧାରରେ ସାଂସଦମାନେ […]

baijayantapanda

baijayantapanda

Rakesh Mallick
  • Published: Friday, 17 July 2015
  • Updated: 17 July 2015, 11:47 AM IST

Sports

Latest News

ଭୁବନେଶ୍ୱର: ସଂସଦର କ୍ୟାଣ୍ଟିନରେ ସାଂସଦମାନଙ୍କୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଖାଦ୍ୟ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏନେଇ ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ସେ ଦର୍ଶାଇଛନ୍ତି ଯେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଲୋକେ ସ୍ୱତଃସ୍ଫୃତ ଭାବେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଉପରେ ମିଳୁଥିବା ରିହାତିକୁ ଗ୍ରହଣ ନକରିବା ଲାଗି ସରକାର ଅନୁରୋଧ କରୁଛନ୍ତି। ସେହି ଆଧାରରେ ସାଂସଦମାନେ ସ୍ୱେଚ୍ଛାକୃତ ଭାବେ ସଂସଦର କ୍ୟାଣ୍ଟିନରେ ଖାଦ୍ୟରେ ମିଳୁଥିବା ରିହାତିକୁ ନନେବା ଉଚିତ। ଏହି ରିହାତି ବାବଦକୁ ମିଳୁଥିବା ଅର୍ଥକୁ ଗରିବ ଲୋକଙ୍କ ବିକାଶ ତଥା ସେମାନଙ୍କ ଆବଶ୍ୟକତା ଦିଗରେ ଉପଯୋଗ କରାଯାଇପାରିବ ବୋଲି ସାଂସଦ ଶ୍ରୀ ପଣ୍ଡା କହିଛନ୍ତି।

ଆରଟିଆଇରୁ ମିଳିଥିବା ଏକ ତଥ୍ୟ ଅନୁଯାୟୀ ବିଗତ ୫ ବର୍ଷରେ ସଂସଦର କ୍ୟାଣ୍ଟିନରେ ରିହାତି ବାବଦକୁ ସରକାର ୬୦ କୋଟିରୁ ଅଧିକ ଖର୍ଚ୍ଚ କରିଛନ୍ତି। ନିକଟରେ ଗଣମାଧ୍ୟମଗୁଡ଼ିକ ଏ ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସାଧାରଣ ଜନତା ସାଂସଦମାନଙ୍କୁ ମିଳୁଥିବା ଏପରି ଅଗ୍ରାଧିକାରକୁ ନାପସନ୍ଦ କରୁଛନ୍ତି।

ଜନସାଧାରଣଙ୍କ ଭରସା ଓ ବିଶ୍ୱାସକୁ ବଜାୟ ରଖି ସାଂସଦମାନେ ସଂସଦର କ୍ୟାଣ୍ଟିନରେ ମିଳୁଥିବା ଖାଦ୍ୟ ଉପରେ ରିହାତିକୁ ନନେବା ଉଚିତ୍ ବୋଲି ସାଂସଦ ଶ୍ରୀ ପଣ୍ଡା ପ୍ରସ୍ତାବ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story