ରାଜ୍ୟସଭାରେ ପ୍ରଥମ ଥର ସାନ୍ତାଳୀରେ ଭାଷଣ ଦେଲେ ସରୋଜିନୀ, ‘ଗୁରୁ ଗୋମ୍‌କେ’ଙ୍କୁ ଭାରତ ରତ୍ନ ପାଇଁ କଲେ ଦାବି

ନୂଆଦିଲ୍ଲୀ: ଓଡ଼ିଶା ସମେତ ପୂର୍ବ ଭାରତର ବେଶ କିଛି ଅଞ୍ଚଳରେ ପ୍ରଚଳିତ ସାନ୍ତାଳୀ ଭାଷା ଆଜି ରାଜ୍ୟସଭାରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛି। ଶୂନ୍ୟକାଳରେ ବିଜୁ ଜନତା ଦଳ ସାଂସଦ ସରୋଜିନୀ ହେମ୍ବ୍ରମ୍‌ ଆଜି ଏହି ଭାଷାରେ ଅଭିଭାଷଣ ରଖିଛନ୍ତି। ସାନ୍ତାଳୀର ଲିପି ‘ଅଲ୍‌ ଚିକି’ର ସ୍ରଷ୍ଟା ‘ଗୁରୁ ଗୋମ୍‌କେ’ ବା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ମଧ୍ୟ ସେ ଏହି ଅବସରରେ ଦାବି କରିଥିଲେ। ‘ଅଷ୍ଟ୍ରୋସାୟାଟିକ୍‌’ ବର୍ଗର ଏହି ଭାଷା […]

sarojini

sarojini

Subrat Kumar Nayak
  • Published: Friday, 06 December 2019
  • Updated: 06 December 2019, 04:54 PM IST

Sports

Latest News

ନୂଆଦିଲ୍ଲୀ: ଓଡ଼ିଶା ସମେତ ପୂର୍ବ ଭାରତର ବେଶ କିଛି ଅଞ୍ଚଳରେ ପ୍ରଚଳିତ ସାନ୍ତାଳୀ ଭାଷା ଆଜି ରାଜ୍ୟସଭାରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛି। ଶୂନ୍ୟକାଳରେ ବିଜୁ ଜନତା ଦଳ ସାଂସଦ ସରୋଜିନୀ ହେମ୍ବ୍ରମ୍‌ ଆଜି ଏହି ଭାଷାରେ ଅଭିଭାଷଣ ରଖିଛନ୍ତି। ସାନ୍ତାଳୀର ଲିପି ‘ଅଲ୍‌ ଚିକି’ର ସ୍ରଷ୍ଟା ‘ଗୁରୁ ଗୋମ୍‌କେ’ ବା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ମଧ୍ୟ ସେ ଏହି ଅବସରରେ ଦାବି କରିଥିଲେ।

‘ଅଷ୍ଟ୍ରୋସାୟାଟିକ୍‌’ ବର୍ଗର ଏହି ଭାଷା ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଝାରଖଣ୍ଡ ଏବଂ ବାଂଲାଦେଶରେ ବହୁଳ ଭାବେ ବ୍ୟବହୃତ। ନବେ ଦଶକ ଯାଏ ଏହା କେବଳ କଥିତ ଆକାରରେ ଥିଲା। ପରେ ୧୯୨୫ ମସିହାରେ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରେ ଜନ୍ମିତ ପଣ୍ଡିତ ମୁର୍ମୁ ଏହାର ଲିପି ବିକଶିତ କରିଥିଲେ। ପଣ୍ଡିତ ମୁର୍ମୁଙ୍କ କବିତା ଏବଂ ସାନ୍ତାଳୀ ଭାଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଆଦିବାସୀଙ୍କ ମଧ୍ୟରେ ସେ ବେଶ ପରିଚିତ। ରାଜ୍ୟର ଅନ୍ୟତମ ସାଂସ୍କୃତିକ ଆଦର୍ଶ ଭାବେ ପରିଗଣିତ ପଣ୍ଡିତ ମୁର୍ମୁଙ୍କୁ ରାଜ୍ୟରେ ଯଥେଷ୍ଟ ସମ୍ମାନ ମିଳିସାରିଛି ଏବଂ ବର୍ତ୍ତମାନ ଜାତୀୟ ସ୍ତରରେ ମଧ୍ୟ ସମ୍ମାନ ମିଳୁ ବୋଲି ବିଜେଡି ସାଂସଦ ସରୋଜିନୀ ଦାବି କରିଛନ୍ତି।

ରାଜ୍ୟସଭା ଗୃହର ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ପୂର୍ବରୁ ମଧ୍ୟ ସାଂସଦମାନେ ସ୍ଥାନୀୟ ବା ନିଜ ମାତୃଭାଷାରେ ଭାଷଣ ରଖିବାକୁ ପ୍ରେରଣା ଯୋଗାଇଆସିଛନ୍ତି। ଅଜି ପ୍ରଥମ ଥର ପାଇଁ କେହି ଗୃହରେ ସାନ୍ତାଳୀ ଭାଷାରେ କହିବାର ଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ତେବେ ଏହାର ଅନୁବାଦ ହିନ୍ଦୀ ଏବଂ ଇଂରାଜୀରେ ଉପଲବ୍ଧ କରାଇବାକୁ ସେ କହିଥିଲେ। ଏହି ଭାଷଣରେ ଗୃହର ସାଂସଦମାନେ ଟେବୁଲ ବାଡ଼ାଇ ସ୍ୱାଗତ କରିଥିଲେ। ତେବେ ସାନ୍ତାଳୀ ଭାଷା ପାଇଁ ନିୟମିତ ଅନୁବାଦକ ନଥିବାରୁ ଚଳିତ ଥର ଜଣେ ପିଏଚ୍‌ଡି ଛାତ୍ର ଏହାକୁ ହିନ୍ଦୀରେ ଅନୁବାଦ କରିଥିଲେ।

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ମଧ୍ୟ କହିଥିଲେ ଆଜି ପ୍ରଥମ ଥର କେହି ଏହି ଭାଷାରେ ଅଭିଭାଷଣ ରଖିଲେ। ସେ ମଧ୍ୟ ସରୋଜିନୀଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story