ପଞ୍ଚାୟତର ଗଳିକନ୍ଦି ବୁଲି ସାନିଟାଇଜ କଲେ ସରପଞ୍ଚ

ସୋର(ଶଶିକାନ୍ତ ବେହେରା): ଘର ଘର ତଥା ଗଳିକନ୍ଦି ବୁଲି ସାନିଟାଇଜ୍ କରୁଛନ୍ତି ସରପଞ୍ଚ । ବାଲେଶ୍ୱର ଖଇରା ବ୍ଲକ ନହଙ୍ଗ ପଞ୍ଚାୟତର ସରପଞ୍ଚ ରାଜଶ୍ରୀ ଦାସଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ବାହାର ରାଜ୍ୟରୁ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଗ୍ରାମାଞ୍ଚଳକୁ ଆସି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଛନ୍ତି। ତେଣୁ ନିଜ  ପଞ୍ଚାୟତକୁ କରୋନା ଭାଇରସ୍‌ରୁ ରକ୍ଷା କରିବା ପାଇଁ  ସରପଞ୍ଚ ରାଜଶ୍ରୀ  ଗାଁ ଗାଁ ବୁଲି ସାନିଟାଇଜ୍ କରୁଛନ୍ତି । ଏଥିରେ ତାଙ୍କୁ ଅଙ୍ଗନବାଡି […]

sora-1

Niharika Rout
  • Published: Friday, 15 May 2020
  • , Updated: 15 May 2020, 11:14 AM IST

ସୋର(ଶଶିକାନ୍ତ ବେହେରା): ଘର ଘର ତଥା ଗଳିକନ୍ଦି ବୁଲି ସାନିଟାଇଜ୍ କରୁଛନ୍ତି ସରପଞ୍ଚ । ବାଲେଶ୍ୱର ଖଇରା ବ୍ଲକ ନହଙ୍ଗ ପଞ୍ଚାୟତର ସରପଞ୍ଚ ରାଜଶ୍ରୀ ଦାସଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

ବାହାର ରାଜ୍ୟରୁ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଗ୍ରାମାଞ୍ଚଳକୁ ଆସି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଛନ୍ତି। ତେଣୁ ନିଜ  ପଞ୍ଚାୟତକୁ କରୋନା ଭାଇରସ୍‌ରୁ ରକ୍ଷା କରିବା ପାଇଁ  ସରପଞ୍ଚ ରାଜଶ୍ରୀ  ଗାଁ ଗାଁ ବୁଲି ସାନିଟାଇଜ୍ କରୁଛନ୍ତି । ଏଥିରେ ତାଙ୍କୁ ଅଙ୍ଗନବାଡି କର୍ମୀମାନେ ସହଯୋଗ କରୁଛନ୍ତି ।

ପଞ୍ଚାୟତବାସୀ ମୋ ପରିବାର। ସେମାନଙ୍କ ସୁସ୍ଥ କାମନା କରି ପଞ୍ଚାୟତର ପ୍ରତି ଗଳିକନ୍ଦି ବୁଲି ବୁଲି ସାନିଟାଇଜ କରୁଥିବା କହିଛନ୍ତି ରାଜଶ୍ରୀ।

Related story