ସାରଥୀ ବିବାଦ: ଆସନ୍ତାକାଲି ରାଜ୍ୟର ସବୁ ଥାନା ଆଗରେ ଧାରଣା ଦେବ ବିଜେପି

ଭୁବନେଶ୍ୱର: ସାରଥୀ ବାବା ଘଟଣାର ସିବିଆଇ ତଦନ୍ତ ଦାବି କରି ଆସନ୍ତାକାଲିଠାରୁ ରାଜ୍ୟର ସବୁ ପୋଲିସ ଥାନା ସମ୍ମୁଖରେ ଧାରଣାରେ ବସିବ ବିଜେପି। ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଘଟଣାର ସିବିଆଇ ତଦନ୍ତ ସହିତ କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛି ବିଜେପି। କେନ୍ଦ୍ରାପଡ଼ାରେ ସ୍ୱଘୋଷିତ ବାବା ସାରଥୀ ପ୍ରସଙ୍ଗରେ ବିକ୍ଷୋଭ ବେଳେ ଜଣେ ଓକିଲ ତଥା ବିଜେପି ଜିଲ୍ଲା ସଭାପତିଙ୍କୁ […]

bijaymohapatra

bijaymohapatra

Rakesh Mallick
  • Published: Sunday, 09 August 2015
  • Updated: 09 August 2015, 04:47 AM IST

Sports

Latest News

ଭୁବନେଶ୍ୱର: ସାରଥୀ ବାବା ଘଟଣାର ସିବିଆଇ ତଦନ୍ତ ଦାବି କରି ଆସନ୍ତାକାଲିଠାରୁ ରାଜ୍ୟର ସବୁ ପୋଲିସ ଥାନା ସମ୍ମୁଖରେ ଧାରଣାରେ ବସିବ ବିଜେପି। ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଘଟଣାର ସିବିଆଇ ତଦନ୍ତ ସହିତ କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛି ବିଜେପି।

କେନ୍ଦ୍ରାପଡ଼ାରେ ସ୍ୱଘୋଷିତ ବାବା ସାରଥୀ ପ୍ରସଙ୍ଗରେ ବିକ୍ଷୋଭ ବେଳେ ଜଣେ ଓକିଲ ତଥା ବିଜେପି ଜିଲ୍ଲା ସଭାପତିଙ୍କୁ ପୋଲିସ୍ ମାଡ଼ମାରିବା ଘଟଣାରେ ଗତକାଲି ମଧ୍ୟ ବିଜେପି ପକ୍ଷରୁ  ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଥିଲା।

କଂଗ୍ରେସ ମଧ୍ୟ ବାବା ସାରଥୀ ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖ୍ୟପାତ୍ର ଗଣେଶ୍ୱର ବେହେରା ଏହି ଦାବି କରିଥିଲେ। ଏହା ସହିତ କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ଗିରଫ କରିବା ପାଇଁ ମଧ୍ୟ ସେ ଦାବି କରିଥିଲ। ସେ କହିଥିଲେ, କ୍ରାଇମବ୍ରାଞ୍ଚ ତଦନ୍ତ ଦ୍ୱାରା ସାରଥୀ ସହିତ ସଂପର୍କ ଥିବା ସମସ୍ତ ଲୋକଙ୍କ ପର୍ଦ୍ଦାଫାଶ ହୋଇପାରିବ ନାହିଁ। ସାରଥୀ ସହିତ ସରକାର ଓ ଶାସକ ଦଳର ସଂପର୍କ ରହିଛି। ଆଳିର ପୂର୍ବତନ ବିଧାୟକ ତଥା ବିଜେଡିର ମୁଖପାତ୍ର ପ୍ରତାପ ଦେବ ତାଙ୍କ ବିଧାୟକ ପାଣ୍ଠିରୁ ସାରଥୀଙ୍କ ଆଶ୍ରମ ପାଇଁ ଅନୁଦାନ ଦେଇଥିଲେ। ସେହିପରି ଆଉ ଜଣେ ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲ ସାରଥୀ ଆଶ୍ରମକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ମଧ୍ୟ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story