ସାରଥିଙ୍କୁ ଜେରାର ପଞ୍ଚମ ଦିନ: ସ୍କାନରରେ ଟ୍ରାଭେଲ ଏଜେନ୍ସୀ

ଭୁବନେଶ୍ୱର: ସାରଥିଙ୍କୁ ଜେରାର ପଞ୍ଚମ ଦିନରେ ହ୍ରାଇଦ୍ରାବାଦ୍ ଲିଙ୍କ୍ ନେଇ କ୍ରାଇମବ୍ରାଞ୍ଚର ତନାଘନା କରିଛି। ଗୁରୁବାର ସାରଥି ଓ ବିବାଦୀୟ ଯୁବତୀଙ୍କ ଫ୍ଲ।ଇଟ ଟିକେଟ୍ କରିଥିବା ଟ୍ରାଭେଲ ଏଜେନସୀ ପ୍ରୋପାଇଟରଙ୍କୁ ଗୁରୁବାର ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ଅର୍ଥନୈତିକ କାରବାର ପରେ ଏବେ କ୍ରାଇମବ୍ରାଞ୍ଚ୍ ଫେ।କସରେ ସାରଥିଙ୍କ ହାଇଦ୍ରାବାଦ୍ ଲିଙ୍କକୁ ଗୁରୁତ୍ୱ ଦିଆଯାଇଛି। ଯାହାକୁ ନେଇ ଆରମ୍ଭ ହୋଇଥିଲା ପୁରା ବିବାଦ। ଗୁରୁବାର କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହୋଇଥିଲେ ସୋନ୍ଥାଳିଆ ଅନଲାଇନ୍ ସର୍ଭିସର ପ୍ରୋପାଇଟର ଦୀପକ ଅଗ୍ରୱାଲ। […]

crimebranch

crimebranch

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 06:11 PM IST

Sports

Latest News

ଭୁବନେଶ୍ୱର: ସାରଥିଙ୍କୁ ଜେରାର ପଞ୍ଚମ ଦିନରେ ହ୍ରାଇଦ୍ରାବାଦ୍ ଲିଙ୍କ୍ ନେଇ କ୍ରାଇମବ୍ରାଞ୍ଚର ତନାଘନା କରିଛି। ଗୁରୁବାର ସାରଥି ଓ ବିବାଦୀୟ ଯୁବତୀଙ୍କ ଫ୍ଲ।ଇଟ ଟିକେଟ୍ କରିଥିବା ଟ୍ରାଭେଲ ଏଜେନସୀ ପ୍ରୋପାଇଟରଙ୍କୁ ଗୁରୁବାର ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ଅର୍ଥନୈତିକ କାରବାର ପରେ ଏବେ କ୍ରାଇମବ୍ରାଞ୍ଚ୍ ଫେ।କସରେ ସାରଥିଙ୍କ ହାଇଦ୍ରାବାଦ୍ ଲିଙ୍କକୁ ଗୁରୁତ୍ୱ ଦିଆଯାଇଛି। ଯାହାକୁ ନେଇ ଆରମ୍ଭ ହୋଇଥିଲା ପୁରା ବିବାଦ। ଗୁରୁବାର କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହୋଇଥିଲେ ସୋନ୍ଥାଳିଆ ଅନଲାଇନ୍ ସର୍ଭିସର ପ୍ରୋପାଇଟର ଦୀପକ ଅଗ୍ରୱାଲ। ସାରଥିଙ୍କ ଏୟାର ଟିକେଟ ତାଙ୍କ ଟ୍ରାଭେଲ ଏଜେନ୍ସୀରୁ ହୋଇଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା। ସୂଚନା ଅନୁସାରେ ଜୁନ୍ ୫ ତାରିଖରେ ଜଣେ ବ୍ୟକ୍ତି ଆସି ଏସ୍ ସାରଥି ଓ ଅନ୍ୟ ଜଣେ ଯୁବତୀଙ୍କ ନାଁରେ ହାଇଦ୍ରାବାଦକୁ ଟିକେଟ୍ ବୁକ୍ କରିଥିଲେ। ଇଣ୍ଡିଗୋ ଫ୍ଲ।ଇଟର ଟିକେଟକୁ ନେଇ ତନାଘନା କରାଯାଇଥିଲା । ଜୁଲାଇ ୩ରେ ଏହି ଟିକେଟ ହୋଇଥିଲା । ଜୁଲାଇ ୧୨ ତାରିଖରେ ରିଟର୍ଣ୍ଣ ଟିକେଟ୍ ବି ହୋଇଥିଲା। ତେବେ ପରେ ରିଟର୍ଣ୍ଣ ଟିକେଟକୁ କ୍ୟାନସେଲ କରାଯାଇଥିଲା। ତେବେ ହାଇଦ୍ରାବାଦ୍ ସାରଥି କଣ ପାଇଁ ଯାଇଥିଲେ। ସେଠାରୁ ସେ କୁଆଡେ ଗଲେ। ତାଙ୍କ ଗସ୍ତ ଖର୍ଚ୍ଚ କେତେ ଥିଲା। ଏସବୁକୁ ନେଇ ଥନାଘନା ଆରମ୍ଭ କରିଛି କ୍ରାଇମବାଞ୍ଚ। ପୂର୍ବରୁ ସାରଥି ନିକଟରେ ହାଇଦ୍ରାବାଦ୍ ଯାଇ ନ ଥିବା କହିଥିଲେ। ତେବେ ଯୁବତୀ ଜଣଙ୍କ ଏକ ଅଡିଓ ଟେପ୍ ମାଧ୍ୟମରେ ଜଣାଇଥିଲେ ଯେ ସେ ସାରଥିଙ୍କ ସହ ହାଇଦ୍ରାବାଦ୍ ଯାଇଥିଲେ। ସେପଟେ ସାରଥିଙ୍କ ଲାପଟପକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ତାଙ୍କ ଲାପଟପ୍ ଓ କମ୍ପ୍ୟୁଟରରୁ ବହୁ ଗୁରୁତତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ତାଙ୍କଠାରୁ ଏକ ହଜାର ପୃଷ୍ଠାର ବିଭିନ୍ନ ଡକ୍ୟୁମେଣ୍ଟ ଜବତ କରାଯାଇଛି। ଭୁବନେଶ୍ୱର ଓ କେନ୍ଦ୍ରାପଡ଼ାରେ ଥିବା ସମ୍ପତ୍ତିର ଆଜି ମୁଲ୍ୟାୟନ କରାଯାଉଛି। ଆର.ଏନ.ବିର ନିର୍ବାହୀ ଯନ୍ତ୍ରୀ ଏହାକୁ ମୁଲ୍ୟାୟନ କରୁଛନ୍ତି। ସାରଥିଙ୍କର ଭାଇଙ୍କ ଆକାଉଣ୍ଟରେ ୨୫ଲକ୍ଷ ଟଙ୍କ। ଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story