ସାରଥି ମାମଲା: ଶରତ ପାତ୍ରଙ୍କୁ ଆଜି କୋର୍ଟ ଚାଲାଣ କରିବ କ୍ରାଇମବ୍ରାଞ୍ଚ

କଟକ: ସାରଥିଙ୍କ ପ୍ରମୁଖ ସହଯୋଗୀ ଶରତ ପାତ୍ରଙ୍କୁ ଶୁକ୍ରବାର କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଶରତ ସାରଥି ଆଶ୍ରମର ପରିଚାଳନା ଦାୟିତ୍ୱ ସହ ଆର୍ଥିକ କାରବାର ମଧ୍ୟ ବୁଝୁଥିଲେ। ତେଣୁ ତାଙ୍କଠାରୁ ସାରଥିଙ୍କ ଆର୍ଥିକ କାରବାର ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାସଲ କରିପାରେ । ଶିକ୍ଷକ ଥିବା ଶରତଙ୍କୁ ପୂର୍ବରୁ ଚାକିରିରୁ ନିଲମ୍ୱିତ କରାଯାଇଥିଲା। ସାରଥିଙ୍କ ଆଶ୍ରମର ଜଣେ ପୀଡିତା ଶରତଙ୍କ ବିରୋଧରେ ଧମକ ଦେବା ଅଭିଯୋଗ କରିଥିଲେ। […]

sarat

sarat

Rakesh Mallick
  • Published: Saturday, 29 August 2015
  • Updated: 29 August 2015, 04:04 AM IST

Sports

Latest News

କଟକ: ସାରଥିଙ୍କ ପ୍ରମୁଖ ସହଯୋଗୀ ଶରତ ପାତ୍ରଙ୍କୁ ଶୁକ୍ରବାର କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଶରତ ସାରଥି ଆଶ୍ରମର ପରିଚାଳନା ଦାୟିତ୍ୱ ସହ ଆର୍ଥିକ କାରବାର ମଧ୍ୟ ବୁଝୁଥିଲେ। ତେଣୁ ତାଙ୍କଠାରୁ ସାରଥିଙ୍କ ଆର୍ଥିକ କାରବାର ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାସଲ କରିପାରେ । ଶିକ୍ଷକ ଥିବା ଶରତଙ୍କୁ ପୂର୍ବରୁ ଚାକିରିରୁ ନିଲମ୍ୱିତ କରାଯାଇଥିଲା।

ସାରଥିଙ୍କ ଆଶ୍ରମର ଜଣେ ପୀଡିତା ଶରତଙ୍କ ବିରୋଧରେ ଧମକ ଦେବା ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ଆଇପିସିର ଧାରା ୪୨୦, ୫୦୬ ଏବଂ ୧୨୦-ବି ଧାରାରେ ତାଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story